ରାଜନୀତି
ଜୁଏଲ-ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ଆସିଲା ଫୋନ୍ କଲ୍ – Kalinga News

[ad_1]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ଓଡ଼ିଶାର ଜୁଏଲ ଓରାମଙ୍କ ପାଖକୁ ଫୋନ୍ କଲ୍ ଆସିଛି। ଜୁଏଲ୍ଙ୍କୁ ରବିବାର ସାଢ଼େ ୧୧ଟାରେ ନରେନ୍ଦ୍ର ମୋଦୀଙ୍କ ଚା’ପାନ ପାର୍ଟିରେ ଯୋଗଦେବାକୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ମଧ୍ୟ ଫୋନ୍ କଲ୍ ଆସିଛି। ଉଭୟ ଜୁଏଲ୍ ଏବଂ ଅଶ୍ବିନୀ ମୋଦୀଙ୍କ ବାସଭବନକୁ ଯାଇଛନ୍ତି। ଅଶ୍ବିନୀ ପୁଣିଥରେ ରେଳମନ୍ତ୍ରୀ ହେବେ ଅବା ଅନ୍ୟ ପଦବୀ ପାଇବେ ସେନେଇ ଚର୍ଚ୍ଚା ଜାରି ରହିଛି।
[ad_2]