ରାଜନୀତି

ଦିଲ୍ଲୀ ଗଲେ ସୁ‌ରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଲା – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ଏହି ସମୟରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ଶନିବାର ଦିଲ୍ଲୀ ଯାଇଛନ୍ତି। ତାଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ପକ୍ଷରୁ ଦିଲ୍ଲୀ ଡକରା ହୋଇଥିବା ଚର୍ଚ୍ଚା ହେଉଛି। ଫଳରେ ସେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ‌ତେବେ ସେ ଦିଲ୍ଲୀ ନିଜେ ଯାଇଛନ୍ତି ନା ଡକରା ପାଇ ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ସକାଳେ ବିଧାୟକ ଦଳ ବୈଠକ ବସିବ । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button