ରାଜନୀତି

ଅପରାହ୍ନ ୧ଟା ସୁଦ୍ଧା ଦେଶରେ ୪୦.୦୯ ପ୍ରତିଶତ ମତଦାନ – Kalinga News

[ad_1]


ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେଅପରାହ୍ନ ୧ଟା ସୁଦ୍ଧା ୪୦.୦୯ ପ୍ରତିଶତ ମତଦାନ ହୋଇଛି।

ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୪୮.୬୩ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୩୭ ୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୭.୮୦ ପ୍ରତିଶତ,  ଚଣ୍ଡିଗଡ଼ରେ ୪୦.୧୪ ପ୍ରତିଶତ,  ଉତ୍ତରପ୍ରଦେଶରେ ୩୯.୩୧ ପ୍ରତିଶତ ମତଦାନ ହୋଇଛି। ଏହା ସହିତ  ବିହାରରେ ୩୫.୬୫ ପ୍ରତିଶତ,  ଝାଡ଼ଖଣ୍ଡରେ ୪୮.୮୦ ପ୍ରତିଶତ ଏବଂ  ପଶ୍ଚିମବଙ୍ଗରେ ୪୫.୦୭ ପ୍ରତିଶତ ମତଦାନ ହୋଇଛି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button