ଅପରାଧ

ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ: ୨ କୋଟିରୁ ଅଧିକ ଜବତ – Kalinga News

[ad_1]

ଭୁବନେଶ୍ବର: ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ। ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି। ବୁଦ୍ଧେଶ୍ବରୀ କଲୋନୀର ପ୍ଲଟ୍ ନମ୍ବର ୭୬୫ରେ ଥିବା ଜୈନ ମିଡ଼ିଆରେ ଏହି ଚଢ଼ାଉ ଜାରି ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ୍‌ ପ୍ରେସ୍‌ରେ ‌ରାଜନୈତିକ ଦଳର ପ୍ରଚାର ପାଇଁ ଫ୍ଲେକ୍ସ ପ୍ରିଣ୍ଟ୍‌ କରାଯାଉଥିଲା। ‌



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button