ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – Kalinga News

[ad_1]
ମେଷ: ଦୀର୍ଘ ଦିନର ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜୀବନସାଥୀ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ।

Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। କାରବାର ସହିତ ନିଜ ଖର୍ଚ୍ଚ ଉପରେ ଭାରସାମ୍ୟ ବନାନ୍ତୁ। ସାଙ୍ଗ ସାଥୀ ସହିତ ଦିନଟି ଭଲରେ କଟିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମିଥୁନ: ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହୋଇପାରେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପ୍ରତିଯୋଗୀ ଛାତ୍ରଙ୍କ ଅଧିକ ପରିଶ୍ରମ କରିବାକୁ ହେବ।
କର୍କଟ: ନୂଆ ଲୋକମାନଙ୍କ ସହିତ ସଂଯମରେ ରହନ୍ତୁ। ନୂଆ କାମରେ ବଡ଼ଙ୍କର ପରାମର୍ଶ ନେବା ଭଲ ହେବ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। ଡାକ୍ତରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: କୌଣସି ବିଶେଷ କାମ ସଂପୂର୍ଣ୍ଣ କରିବେ। ନିଜ ପସନ୍ଦର ପୁସ୍ତକ ପଢ଼ିବେ। ବ୍ୟବସାୟରେ ଲାଭ ହେବାର ଯୋଗ ଅଛି। ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେବ।
କନ୍ୟା: ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ। ସକାରାତ୍ମକ ଚିନ୍ତା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ।
ତୁଳା: ଆପଣଙ୍କ ଜୀବନକୁ ସୁନ୍ଦର କରି ଗଢ଼ିବା ପାଇଁ ଚେଷ୍ଟା କରିବେ। ଘରକୁ କିଛି ବନ୍ଧୁ ଆସିପାରନ୍ତି। ଅଫିସ୍ରେ କାମ ଅଧିକତା ରହିବ। ବିଦ୍ୟାର୍ଥୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।
ବିଛା: କୌଣସି ଭଲ ଖବର ପାଇବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ବାପା ମାଆଙ୍କ ସହିତ କୌଣସି ସମାରୋହକୁ ଯାଇପାରନ୍ତି। ଅଫିସ୍ରେ ମହିଳାମାନଙ୍କୁ ପ୍ରୋତ୍ସାହନ ମିଳିବ।
ଧନୁ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିଛି। ଲକ୍ଷ୍ୟକୁ ଶୀଘ୍ର ପୂରା କରିବା ପାଇଁ ଚିନ୍ତା କରିବେ। ସମାଜରେ ମାନସମ୍ମାନ ବଢ଼ିବ। ଯୋଗ କେନ୍ଦ୍ର ଖୋଲିବା ଲାଗି ଦିନଟି ଭଲ।
ମକର: କାମକୁ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ହୋଟେଲ ଓ ରେସ୍ତାରାଁ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ଶତ୍ରୁ ଦୂରତ୍ବ ବନାଇ ରହିବେ।
କୁମ୍ଭ: କିଛି ଦିନରୁ ଅଟକିଥିବା କାମ ପୂରା ହୋଇଯିବ। ଟ୍ରାଭେଲ୍ ବ୍ୟବସାୟୀଙ୍କର ବୃଦ୍ଧି ହେବ। ନବ ବିବାହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ପରିବାର ସହିତ ବଢ଼ିଆ କ୍ଷଣର ଆନନ୍ଦ ଉପଭୋଗ କରିବେ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।
[ad_2]