ରାଜ୍ୟ

ଆଜିଠୁ ଓଜେଇଇ ପରୀକ୍ଷା – Kalinga News

[ad_1]

ଆଜିଠୁ ଓଜେଇଇ ପରୀକ୍ଷା । ୩ଟି ପର୍ଯ୍ୟାୟରେ ହେବ ପରୀକ୍ଷା । ଆସନ୍ତା ୧୦ ତାରିଖ ଯାଏ ପରୀକ୍ଷା ଚାଲିବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ୨ୟ ପର୍ଯ୍ୟାୟ ପରୀକ୍ଷା ଦିନ ୧୨ଟା ୩୦ରୁ ୨ଟା ୩୦ ଯାଏ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିବ ।

ସିବିଟି ମୋଡ୍ ରେ ହେବ ପରୀକ୍ଷା । ଚଳିତବର୍ଷ ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଏଥିପାଇଁ ରାଜ୍ୟରେ ମୋଟ ୫୭ ଟି କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା,ପାଟନା ଓ ରାଞ୍ଚିରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଓଜେଇଇ ପକ୍ଷରୁ କୁହାଯାଇଛି ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button