ଖେଳ ଖବର

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟ ଲକ୍ଷ୍ୟ ୧୪୮ ରନ୍ – Kalinga News

[ad_1]

ବେଙ୍ଗାଲୁରୁ: ଆଇପିଏଲର ୫୨ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଗୁଜୁରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁର ଏମ.ଚିଦାମ୍ବରମ ଷ୍ଟାଡ଼ିୟମ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡୁ ପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁଭମାନ୍ ଗିଲ୍‌ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

୧୯.୩ ଓଭରରେ ଗୁଜୁରାଟ ଟାଇଟନ୍ସ ୧୦ ୱିକେଟ ହରାଇ ୧୪୭ ରନ୍ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟ ଲକ୍ଷ୍ୟ ୧୪୮ ରନ୍ ରହିଛି।

ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଶାହାରୁଖ ଖାନ୍ ୩୭ ରନ୍ କରିଥିବାବେଳେ ଡେଭିଡ ମିଲର ୩୦ ରନ୍ କରିଥିଲେ। ସେହିପରି ରାହୁଲ ତାୱଟିଆ ୩୫ ରନ୍, ରସିଦ୍ ଖାନ୍ ୧୮ ରନ୍, ବିଜୟ ଶଙ୍କର ରନ୍ କରିଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button