ମନୋରଞ୍ଜନ

Majadar Jokes- ପେଟ୍ରୋଲ ଭରୁଥିବା ଲୋକ ସହ ଗୋଟିଏ ଝିଅର ବାହାଘର ହୋଇଗଲା, ଚଉଠି ରାତି ପରେ ଝିଅର ସାଙ୍ଗମାନେ ପଚାରିଲେ କଣ ମଜା ଆସିଲା ନା..

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଟଙ୍କା କମାଇବା ପାଇଁ ଲୋକ ମାନେ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜ ମନୋରଞ୍ଜନର ଧ୍ୟାନ ଦେଉ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ଏହି ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ ।

Jokes 1

ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେଲା ଯାହାଫଳରେ ବହୁତ ଦିନ ସେମାନେ ପରସ୍ପର ସହ କଥା ବାର୍ତା ନହୋଇ ରହିଲେ ।

ଦିନେ ପତ୍ନୀ ଆସି ପତିକୁ କହିଲା ଏମିତି ଝଗଡା କରି ରହିଲେ ଭଲ ଲାଗୁନି ଚାଲ ଆମେ ବୁଝାବଣା କରିନେବା, ଅଳ୍ପ ତମେ କରିବ ଅଳ୍ପ ମୁଁ କରିବି ।

ପତି- ଠିକ ଅଛି ତା ହେଲେ ମୋତେ କଣ କରିବାକୁ ହେବ ?

ପତ୍ନୀ- ଭୁଲ ମାଗିନିଅ ମୁ କ୍ଷମା କରିଦେବି ।

Jokes 2

ଶ୍ରେଣୀରେ ସବୁ ଛାତ୍ର ପପୁକୁ ବୁଆ ବୁଆ କହି ଚିଡାଊ ଥିଲେ । ଏହା ଦ୍ଵାରା ପପୁ ଶିକ୍ଷକଙ୍କ ପାଖରେ ପିଲା ମାନଙ୍କର କମ୍ପ୍ଲେନ କରିଥିଲା ।

ଏହା ପରେ ଶିକ୍ଷକ ଆସି କହିଲେ- ଯେଉଁ ପିଲା ପପୁକୁ ବୁଆ ବୁଆ ଡାକି ଚିଡାଉଛ ସେମାନେ ଠିଆ ହେଇଯାଅ ।

ଏହା ଦ୍ଵାରା ଶ୍ରେଣୀର ସବୁ ପିଲା ଛିଡା ହୋଇଯାଇଥିଲେ ହେଲେ ଗୋଟିଏ ପିଲା ଛିଡା ହେଲା ନାହିଁ ।

ଶିକ୍ଷକ- କଣ ତମେ ପପୁକୁ ଚିଡାଅ ନାହିଁ ।

ଛାତ୍ର – ନାହି ସାର ମୋତେ ସମସ୍ତେ ମଉସା ମଉସା କହି ଚିଡାନ୍ତି ।

jokes 3

ସ୍ଵାମୀ ସନ୍ଧ୍ୟାରେ ନିଜ କାମ ସାରି ଘରକୁ ଫେରିବା ମାତ୍ରେ ସେ ନିଜ ସ୍ତ୍ରୀର ଆଖିକୁ ନିଜ ହାତରେ ଲୁଚାଇ ଦେଲା ।

ସ୍ତ୍ରୀ(ପ୍ରେମରେ ଡାକିଲା)- ରାଜୁ

ସ୍ଵାମୀ(ରାଗିକି )- ରାଜୁ ନୁହେଁ ମୁଁ ।

ସେହି ସମୟରେ ସ୍ତ୍ରୀ ନିଜ କଥା ବୁଲେଇ ଦେଇ କହିଲା

ସ୍ତ୍ରୀ- sorry, ମୁଁ କହୁଥିଲି ରାଜୁ ପାଣି ନେଇ ଆସ, ସାହେବ ଆସିଲେ ।

Joke-4

ସ୍ତ୍ରୀ ସ୍ଵାମିକୁ – ଶୁଣ ନା….ସେହି ଲୋକ ଯିଏ ଦାରୁ ପିଇ କି ନାଚୁଛି ନା…

ମୁଁ ତାକୁ ୧୦ ବର୍ଷ ପୂର୍ବରୁ ରିଜେକ୍ଟ କରି ଦେଇଥିଲି

ସ୍ଵାମୀ- ସେଥିପାଇଁ, ସେ ଏ ପର୍ଯ୍ୟନ୍ତ ବି ସେଲିବ୍ରେଟ କରୁଛି

Jokes-5

ପପୁ ଫାୟାର ବ୍ରିଗେଟ ବାଲାଙ୍କୁ କହିଲା- ଲୋକଙ୍କୁ ଗୋଟେ ପରେ ଗୋଟେ ତଳକୁ ପକାଅ, ମୁ ସେମାନଙ୍କୁ ଧରିଦେବି

ପ୍ରଥମେ ଏକ ପୁଅ ଆସିଲା, ପୁଣି ଏକ ଝିଅ ଆସିଲା, ପରେ ଏକ ଲୋକ ଆସିଲା, ଏହା ପରେ ପୁଣି ଏକ ମହିଳା ଆସିଲା ହେଲେ ପପୁ ସମସ୍ତଙ୍କୁ ଧରିଦେଲା

ଏହା ପରେ ଏକ ନିଗ୍ରୋ କଳା ମଣିଷ ଯେତେବେଳେ ଆସିଲା ସେତେବେଳେ ପପୁ ତାକୁ ଛାଡି ଦେଲା ଓ କହିଲା…

ପପୁ- ଆରେ ଯିଏ ଜଳି ଯାଇଛି ତାକୁ କାହିଁକି ତଳକୁ ପକଉଛ ? ପ୍ରଥମେ ଜିଅନ୍ତା ମଣିଷଙ୍କୁ ପକାଅ ।

Jokes-6

ଗୋଟିଏ ଝିଅର ବାହାଘର ପେଟ୍ରୋଲ ଭରୁଥିବା ଲୋକ ସହ ହୋଇଗଲା,

ଚଉଠି ରାତି ପରେ ଝିଅ ର ସାଙ୍ଗମାନେ ପଚାରିଲେ

ଚଉଠି ରାତି କେମିତି ଥିଲା ?

ମଜା ଆସିଲା ନା….

ଝିଅ କହିଲା- ବୋକା, ସାରା ରାତି ପେଟ୍ରୋଲ ପାଇପ ଧରି ଘୁରି ବୁଲିଲା କି,

କେତେ ପେଟ୍ରୋଲ ପକେଇବି….!!!!

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button