ଖେଳ ଖବର
ହାର୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ପାଇଁ ବଢିଆ ଅଡୁଆ, ଟି-20 ବିଶ୍ୱକପ ଖେଳିବା ସନ୍ଦେହ BCCI ନେଲା ବଡ଼ ନିଷ୍ପତି ଶୀଘ୍ର ଜାଣନ୍ତୁ

ସମସ୍ତଙ୍କ ନଜର କାରଣ ଏଥର ମଧ୍ୟ ଭାରତ ବିଶ୍ଵ କପ୍ ଜିତିବା ପାଇଁ ପ୍ରଥମ ଦାବେଦାର୍ ପାଲଟିଛି ତେବେ ଟିମ୍ ଇଣ୍ଡିଆର ୧୦ ଜଣ ଖେଳାଳିଙ୍କ ନାମ ପ୍ରାୟତଃ ଘୋଷଣା ହୋ ସାରିଛି ହେଲେ ବର୍ତ୍ତମାନ ଡଲାର ମାତ୍ର ୫ ଟି ସ୍ଥାନ ପାଇଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି ଓ ଏବେ BCCI ତରପରୁ ସୁଚନା ମିଳିଛି ଯେ ରାହୁଲ ଓ ହାର୍ଦ୍ଧିକ ବାଦ ପଡ଼ି ପାରନ୍ତି |
ଟିମ୍ ମିଟିଂ ସମୟରେ IPL ୨୦୨୪ ର ଖେଳାଳିଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଆଯିବ ସମ୍ଭାବନା ରହିଛି ଓ ଏହା ମଧ୍ୟ ନିଶ୍ଚିନ୍ତ କରାଯାଇଛି ଯେ IPL ପ୍ରଦର୍ଶନ ଅନୁସାରେ ଖେଳାଳି ଚୟନ କରାଯିବ ଓ ଏହାରି ମଧ୍ୟରେ ହାର୍ଦ୍ଧିକ ଓ ରାହୁଲଙ୍କ ପ୍ରଦର୍ଶନ ଉପରେ ଲକ୍ଷ କରୁ BCCI କହିଛି ଏହି ଦୁଇ ଜଣ ବୋଧେ ଖେଳିବେ ନାହିଁ ଆସନ୍ତା ବିଶ୍ୱକପ୍।