ଖେଳ ଖବର

Vinesh Phogat: ୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂ ସେମିରେ ଭିନେଶ ଫୋଗାଟଙ୍କ ବଦଳରେ ଗୁଜମାନ ଲୋପେଜ

୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂ ସେମିଫାଇନାଲରେ ଭିନେଶ ଫୋଗାଟଙ୍କ ଠାରୁ ହାରିଥିବା କ୍ୟୁବାର ଗୁଜମାନ ଲୋପେଜ ଫାଇନାଲ ଖେଳିବେ । ବୁଧବାର ଦିନ ଓଜନ ହ୍ରାସ କରିବାରେ ଭିନେସ ଅସମର୍ଥ ହେବା ପରେ ସ୍ୱର୍ଣ୍ଣ ପଦକ ମ୍ୟାଚ ପାଇଁ ସେ ଫୋଗଟଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ।

ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ମହିଳା ଭାରତୀୟ ରେସଲର ଭାବରେ ଭିନେଶ, ଗୁଜମାନ ଲୋପେଜଙ୍କୁ 5-0 ରେ ପରାସ୍ତ କରିଥିଲେ।

ପ୍ରକାଶ ଥାଉକି, ତାଙ୍କ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଦିନ, ଭିନେସ ଓଜନ ସମୟରେ 100 ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ କରାଯାଇଥିଲ।

Related Articles

Leave a Reply

Your email address will not be published. Required fields are marked *

Back to top button