ଖେଳ ଖବର
ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୬୩ ରନ୍ – Kalinga News

[ad_1]
ଚେନ୍ନାଇ: ଆଇପିଏଲର ୪୯ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ୍) ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗସ୍ ଅଧିନାୟକ ସାମ୍ କୁରନ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ୍ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଧାର୍ଯ୍ୟ ୨୦ ଓଭରର ୭ ୱିକେଟ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ୧୬୨ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୬୩ ରନ୍ ରହିଛି।
ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଅଜିଙ୍କ୍ୟ ରାହାଣେ ୨୯ ରନ୍ କରିଥିବାବେଳେ ଋତୁରାଜ ଗାଏକ୍ବାଡ୍ ରନ୍ କରିଥିଲେ। ସେହିପରି ସମିର୍ ରିଜଭୀ ୨୧ ରନ୍, ମୋନ୍ ଅଲ୍ଲୀ ୧୫ ରନ୍ , ଏମଏସ ଧୋନି ୧୪ ରନ୍ କରିଥିଲେ।
[ad_2]




