ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ: ପ୍ରଥମେ ବ୍ୟାଟିଂ – Kalinga News

[ad_1]
ଚେନ୍ନାଇ: ଆଇପିଏଲ୍ର ୬୧ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ୍ଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚେନ୍ନାଇ ସୁପର କିଙ୍ଗସ୍ ସ୍କ୍ବାଡ୍ରେ ଋତୁରାଜ ଗାଏକ୍ବାଡ (ଅଧିନାୟକ) , ଏମଏସ ଧୋନି (ୱିକେଟକିପର) , ରାଚିନ ରବିନ୍ଦ୍ର , ଡାରିଲ ମିଚେଲ , ଶିବମ ଦୁବେ , ମୋଇନ ଅଲି , ରବିନ୍ଦ୍ର ଜାଡେଜା , ମିଚେଲ ସାଣ୍ଟନର୍ , ଶାର୍ଦୁଳ ଠାକୁର , ତୁଷାର ଦେଶପାଣ୍ଡେ , ସିମରଜିତ ସିଂ , ଅଜିଙ୍କ୍ୟ ରାହାନେ ,ଶେଖ୍ ରସିଦ, ଅରଭେଲୀ ଅଭିନିଷ , ମୁକେଶ ଚୌଧୁରୀ , ରିଚାର୍ଡ ଗ୍ଲିସନ୍ , ଅଜୟ ଯାଦବ ମଣ୍ଡଳ , ପ୍ରଶାନ୍ତ ସୋଲାଙ୍କି , ଆର.ଏସ୍ ହଙ୍ଗରଗେକର , ନିଶାନ୍ତ ସିନ୍ଧୁ , ମହେଶ ଥେକ୍ସାନା ପ୍ରମୁଖ ରହିଛନ୍ତି।
ସେହିପରି ରାଜସ୍ଥାନ ରୟାଲ୍ସ ସ୍କ୍ବାଡ୍ରେ ସଞ୍ଜୁ ସାମସନ (ଅଧିନାୟକ ଏବଂ ୱିକେଟ କିପର) , ଯଶସ୍ୱୀ ଜୈସ୍ବାଲ , ରିୟାନ ପରାଗ , ଡୋନୋଭାନ ଫେରେରା , ରୋଭମାନ ପାୱେଲ , ଶୁଭମ ଦୁବେ , ରବିଚନ୍ଦ୍ରନ ଅଶ୍ୱିନ , ଟ୍ରେଣ୍ଟ ବୋଲ୍ଟ , ଆଭେଶ ଖାନ , ସନ୍ଦୀପ ଶର୍ମା , ୟୁଜବେନ୍ଦ୍ର ଚହଲ , ଜୋସ ବଟଲର , କୁଲଦୀପ ସେନ , ତନୁଶ କୋଟିଆନ , ଟମ କୋଟିଆନ କ୍ୟାଡମୋର୍ , କୁନାଲ ସିଂ ରାଠୋର , ନବଦୀପ ସାଇନି , କେଶବ ମହାରାଜ , ଶିମ୍ରନ୍ ହେଟମିୟର , ନନ୍ଦ୍ରେ ବର୍ଗର , ଧ୍ରୁଭ ଜୁରେଲ , ଆବିଦ୍ ମୁଶତାକ୍ ପ୍ରମୁଖ ଅଛନ୍ତି।
[ad_2]