ଦେଶ- ବିଦେଶ

ଛାତିରେ ଜମା କଫକୁ କେଉଁ ପତ୍ର ଦ୍ଵାରା ଭଲ କରି ହୁଏ ? GK Challenge for you

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- ଅଧିକ ସାମୁଦ୍ରିକ ମାଛ ଖାଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର;- ଅଧିକ ସାମୁଦ୍ରିକ ମାଛ ଖାଇବା ଦ୍ଵାରା ଚର୍ମ ରୋଗ ଭଲ ହୋଇଥାଏ ।

2- କେଉଁ ଫଳ ଖାଇବା ଦ୍ଵାରା ମୁଣ୍ଡରୁ ଚୁଟି ଝଡିବା ବନ୍ଦ ହୋଇଯାଇଥାଏ ?

ଉତ୍ତର;- ଅଁଳା ଫଳ ଖାଇବା ଦ୍ଵାରା ଚୁଟି ଝଡିବା ବନ୍ଦ ହୋଇଯାଇଥାଏ ।

3- ପଇଡ ପାଣି ପିଇଲେ କେଉଁ ରୋଗ ଠିକ ହୁଏ ?

ଉତ୍ତର;- ପଇଡ ପାଣି ପିଇଲେ ଏସିଡିଟି ସମସ୍ଯା ଭଲ ହୋଇଥାଏ ।

4- କେଉଁ ଦେଶରେ ମଦ୍ୟପାନ କରିବାକୁ ଲାଇସେନ୍ସ ନେବାକୁ ପଡିଥାଏ ?

ଉତ୍ତର;- ଦୁବାଇ ଦେଶରେ ମଦ୍ୟପାନ କରିବାକୁ ଲାଇସେନ୍ସ ନେବାକୁ ପଡିଥାଏ ।

5- ବର୍ଷର ସବୁଠାରୁ ଲମ୍ବା ରାତି କେଉଁ ଦିନ ହୋଇଥାଏ ?

ଉତ୍ତର;- ବର୍ଷର ସବୁଠାରୁ ଲମ୍ବା ରାତି 22 ଡିସେମ୍ବର ରେ ହୋଇଥାଏ ।

6- ଭାରତର କେଉଁ ରାଜ୍ୟରେ ଶୀତ ଦିନରେ ବି ବର୍ଷା ହୋଇଥାଏ ?

ଉତ୍ତର;- ଭାରତର ଆନ୍ଧ୍ରପ୍ରଦେଶରେ ଶୀତ ଦିନରେ ବି ବର୍ଷା ହୋଇଥାଏ ।

7- ଲୁଣରେ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର;- ଲୁଣରେ ଭିଟାମିନ ସି ମିଳିଥାଏ ।

8- କେଉଁ ପଦାର୍ଥ ପାଣିରେ ବି ଜଳିଥାଏ ?

ଉତ୍ତର;- ସୋଡିୟମ ପାଣିରେ ବି ଜଳିଥାଏ ।

9- ଭାରତର କେଉଁ ରାଜ୍ୟରେ ଭାଷା ଇଂରାଜୀ ଅଟେ ?

ଉତ୍ତର;- ଭାରତର ନାଗାଲାଣ୍ଡ ରାଜ୍ୟରେ ଭାଷା ଇଂରାଜୀ ଅଟେ ।

10- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୌରଶକ୍ତି ଉତ୍ପାଦନ ହୋଇଥାଏ ?

ଉତ୍ତର;- ଭାରତର ରାଜସ୍ଥାନରେ ସବୁଠାରୁ ଅଧିକ ସୌରଶକ୍ତି ଉତ୍ପାଦନ ହୋଇଥାଏ ।

11- 100 ଟଙ୍କିଆ ନୋଟ ଉପରେ କେତୋଟି ଭାଷା ଲେଖାଯାଇଛି ?

ଉତ୍ତର;- 100 ଟଙ୍କିଆ ନୋଟ ଉପରେ 17 ଟି ଭାଷା ଲେଖାଯାଇଛି ।

12- କେଉଁ ପତ୍ର ଖାଇଲେ କଫ ସମସ୍ଯା ଶୀଘ୍ର ଦୂର ହୋଇଥାଏ ?

ଉତ୍ତର;- ତୁଳସୀ ପତ୍ର ଖାଇଲେ, କଫ ସମସ୍ଯା ଶୀଘ୍ର ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button