ଅପରାଧ
ଛତିଶଗଡ଼ ସୀମାନ୍ତରେ କାରରୁ ୩୦ ଲକ୍ଷ ଜବତ: – Kalinga News

[ad_1]
ମାଲକାନଗିରି: ଛତିଶଗଡ଼ ସୀମାରେ ୩୦ ଲକ୍ଷ ଜବତ। ନିର୍ବାଚନ ନେଇ ସୀମାରେ ହାଇ ଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୁଲିସ ଯାଞ୍ଚ କରୁଥିବା ସମୟରେ କାରରୁ ୩୦ ଲକ୍ଷ ଟଙ୍କା ଜବତ କରିଛି। ପୁଲିସ କାରରେ ବସିଥିବା ଜଣେ ବ୍ୟକ୍ତି ଓ ଡ୍ରାଇଭରକୁ ପଚରା ଚରା କରୁଛି। ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇପାରୁନଥିବାରୁ ଟଙ୍କା କେଉଁଠାରୁ ଆସିଲା ଯାଞ୍ଚ ଚାଲିଛି।
[ad_2]