ରାଜ୍ୟ

ବିଧାନସଭା ପ୍ରାର୍ଥୀ ତାଲିକାରେ ୭ ମହିଳା ପ୍ରାର୍ଥୀ – Kalinga News

[ad_1]

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେଡି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୭ ମହିଳା ପ୍ରାର୍ଥୀ। ଝାରସୁଗୁଡ଼ା ଆସନରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅଳକା ମହାନ୍ତିଙ୍କୁ ବ୍ରଜରାଜନଗରରୁ ଟିକେଟ ମିଳିଛି । ମୟୂରଭଞ୍ଜ ବଡ଼ସାହିରୁ ଅନସୂୟା ପାତ୍ର ପ୍ରାର୍ଥୀ ହୋଇଛନ୍ତି । ପ୍ରୀତିନନ୍ଦା କାନୁନଗୋଙ୍କୁ ମୋରଡ଼ାରୁ ପ୍ରାର୍ଥୀ ଘୋଷଣା କରାଯାଇଛି । କନ୍ଧମାଳ ଆସନରୁ ଜୟଶ୍ରୀ କହଁର ପ୍ରାର୍ଥୀ ହୋଇଛନ୍ତି । ସେହିପରି ମଞ୍ଜୁଳା ସ୍ବାଇଁଙ୍କୁ ଆସ୍କାରୁ ପ୍ରାର୍ଥୀ କରିଛି ବିଜେଡି । ଖଲିକୋଟରୁ ପ୍ରାର୍ଥୀ ହୋଇଛନ୍ତି ସୂର୍ଯ୍ୟମଣି ବୈଦ୍ୟ । ସୂର୍ଯ୍ୟମଣି ବୈଦ୍ୟ ଖଲିକୋଟର ବିଧାୟିକା ଅଛନ୍ତି । ପ୍ରଥମ ତାଲିକାରେ ଥିଲେ ୧୨ଜଣ ମହିଳା ପ୍ରାର୍ଥୀ ।

The post ବିଧାନସଭା ପ୍ରାର୍ଥୀ ତାଲିକାରେ ୭ ମହିଳା ପ୍ରାର୍ଥୀ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button