ସ୍ୱାସ୍ଥ୍ୟ

ମାତ୍ର 3 ଦିନ ଲଗାତାର ସକାଳୁ ଖାଲି ପେଟରେ କରନ୍ତୁ ଏହି ପତ୍ରର ସେବନ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆପଣ ମାନେ ଜଣାଇଲେ ଆଶ୍ଚର୍ଯ୍ୟ ହେବେ କି ପିଜୁଳି ଠାରୁ ତାର ପତ୍ର ବହୁତ ଲାଭଦାୟକ ହୋଇଥାଏ । କାରଣ ଅନେକ ଘରେ ପିଜୁଳି ଦେଖିବାକୁ ମିଳିବା ସହ ଅନେକଙ୍କ ଘରେ ପିଜୁଳି ଗଛ ମଧ୍ୟ ରହିଥାଏ । କିନ୍ତୁ ସବୁ ଲୋକ ପିଜୁଳି ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ପିଜୁଳି ପତ୍ରର ଉପକାରିତା କଣ ତାହା ଲୋକ ମାନେ ଜାଣି ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ପିଜୁଳି ପତ୍ର ସକାଳୁ ଖାଲି ପେଟରେ ଖାଇଲେ କଣ ଫାଇଦା ମିଳିଥାଏ ଓ ଶରୀର ରୁ ଏହାକୁ ଫାଇଦା କଣ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପିଜୁଳି ପତ୍ର ରେ ଅନେକ ସାରା ମିନେରାଲସ ମହଜୁଦ ରହିଥାଏ । ଯାହା କାରଣରୁ ଆମ ଶରୀର ପାଇଁ ବହୁତ ଫାଇଦା ହୋଇଥାଏ । ଯଦି ଆପଣଙ୍କୁ ଡେଙ୍ଗୁ ହୋଇଛି ତେବେ ସକାଳୁ ୩ଟି ପିଜୁଳି ପତ୍ର ଖାଲି ପେଟରେ ଖାଇଲେ ସେଲ୍ସ ବୃଦ୍ଧି ପାଇଥାଏ । ଏହା ସହ ପିଜୁଳି ପତ୍ର ର କାଢା ମଧ୍ୟ ସେବନ କରିପାରିବେ । ଏଥିପାଇଁ ୫ କପ ପାଣି ରେ ୧୦ଟି ପିଜୁଳି ପାତ୍ର ପକାଇ ଏହାକୁ ଭଲ ଭାବେ ଫୁଟାନ୍ତୁ ଯେବେ ଯାଏଁ ପାଣି ୨ କପ ନ ହୋଇଛି । ଡେଙ୍ଗୁ ରୋଗୀଙ୍କୁ ଏହି କାଢା ଦିନକୁ ୩ ଥର ସେବନ କରିବାକୁ ହେବ ।

୨- ଆଜିକାଲି ମୋଟାପା ଏମିତି ସମସ୍ଯା ହୋଇ ଗଲାଣି ଯାହାକୁ ନେଇ ସମସ୍ତେ ଚିନ୍ତା ରେ ଅଛନ୍ତି । ସାକାଳୁ ଖାଲି ପେଟରେ ୩ଟି ପିଜୁଳି ପତ୍ର ଖାଇବାକୁ ହେବ । କାରଣ ପିଜୁଳି ପାତ୍ର ରେ ଥିବା ମିନେରାଲ ଆମ ମେଟାବୋଲିଜିୟମ କୁ ତୀବ୍ର ଗତିରେ ବଢାଇଥାଏ ଯାହା ଆମ ଶରୀର ପାଇଁ ଫାଇଦା ହୋଇଥାଏ । ଯାହା ଦ୍ଵାରା ହଜମ କ୍ରିୟା ଠିକ ହେବା ସହ ମୋଟପା କମ ହୋଇଥାଏ ।

୩- ଆଜିର ସମୟରେ ମଧୁମେହ ଏମିତି ରୋଗ ଯାହା ସମସ୍ଯା ହେଉଛି । ଏହାର କୌଣସି ପରମାନେଣ୍ଟ ସମାଧାନ ମଧ୍ୟ ନାହି ଯାହା କାରଣରୁ ସମସ୍ତଙ୍କୁ ଔଷଧ ଖାଇବାକୁ ପଡୁଛି । ଏଥିପାଇଁ ଡାଇବେଟିସ ରୋଗୀ ପ୍ରତି ଦିନ ସକାଳୁ ଖାଲି ପେଟରେ ୩ଟି ଲେଖାଏଁ ପିଜୁଳି ପତ୍ର ଖାଇଲେ ସୁଗାର ଲେବଲ କଣ୍ଟ୍ରୋଲ ରେ ରହିବ । ଆପଣ କାଢା ମଧ୍ୟ ସେବନ କରି ପାରିବେ ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଫାଇଦା ହୋଇଥାଏ ।

୫- ଆଜିର ସମୟରେ ଭୁଲ ଖାଦ୍ୟପେୟ କାରଣରୁ କୋଲେଷ୍ଟର ଲେବଲ ବହୁତ ଅଧିକ ବଢି ଯାଉଛି । ଶରୀରରେ ଖରାପ କୋଲେଷ୍ଟର ଅଧିକ ହେବା କାରଣରୁ ଆଗାମୀ ସମୟରେ ହାର୍ଟ ଆଟାକ ଭଳି ସମସ୍ଯା ହୋଇପାରେ । ତେଣୁ ଏଥିପାଇଁ ସକାଳୁ ଖାଲି ପେଟରେ ୩ଟି ପିଜୁଳି ପତ୍ର ସେବନ କରନ୍ତୁ ।

ଏହା ସହ ଏହାର କାଢା ବା ଚାହା ତିଆରି କରି ସେବନ କରି ପାରିବେ । ଏହା ଦ୍ଵାରା କୋଲେଷ୍ଟର ବଢିବା ନାହି ଓ ହାର୍ଟ ଆଟାକ ଭଳି ସମସ୍ଯା ମଧ୍ୟ ହେବ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button