ସ୍ୱାସ୍ଥ୍ୟ

ଗୁଣବାନ ଓ ଦୀର୍ଘାୟୁ ସନ୍ତାନ ପାଇଁ ପାଇଁ ଚାହୁଁଥିଲେ ଜାଣନ୍ତୁ ସହବାସ କେବେ ଓ କେଉଁ ଦିନ କରିବେ ?

ନମସ୍କାର ବନ୍ଧୁଗଣ , ଏ ଜଗତରେ ଜନ୍ମ ନେଇଥିବା ପୁରୁଷ ଓ ସ୍ତ୍ରୀ ବୟସ ସୀମା ପରେ  ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ଏହା ଏକ ପବିତ୍ର ବିଧି ଅଟେ ଯାହା ସଂସାରର ନିୟମ ଅଟେ । ବିବାହ ପରେ ସମସ୍ତେ ସନ୍ତାନର କାମନା କରିଥାନ୍ତି । ସନ୍ତାନ ହେଉଛି ଈଶ୍ଵରକ ଏକ ବରଦାନ ଅନେକ ଏଥି ପାଇଁ ପୂଜା ଆରାଧାନ ଉପାସନା କରନ୍ତି ଯେ ତାଙ୍କର ଏକ ସନ୍ତାନ ଜନ୍ମ ଗ୍ରହଣ ହେଉ ବୋଲି ।

ଏଥି ମଧ୍ୟରୁ ଅନେକ ପୁତ୍ର ସନ୍ତାନର କାମନା କରିଥାନ୍ତି । କିନ୍ତୁ ଆପଣ ଉତ୍ତମ ସନ୍ତାନ ପାଇଁ କେଉଁ ସମୟରେ ସହବାସ କରିବା ଉଚିତ୍ ।  ସନ୍ତାନ ପ୍ରାପ୍ତି ପାଇଁ ଶାସ୍ତ୍ରରେ ବହୁତ ନିୟମ ରହିଛି ଯେ କେଉଁ ତିଥି ଓ କେଉଁ ନକ୍ଷତ୍ର , ଶୁଭ ବାରରେ ଆମେ ସହବାସ କରିବା । ତେବେ ଆମ ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଜ୍ଞାନବାନ , ଗୁଣବାନ ଓ ବୁଦ୍ଧିମାନ , ଦୀର୍ଘାୟୁ ହୋଇଥାଏ ।

ଯଦି ଆପଣମାନେ ସନ୍ତାନ ପ୍ରାପ୍ତି ପାଇଁ ଆଶା କରିଥାନ୍ତି , ତେବେ କେବେ ବି ଦିନରେ ସ୍ତ୍ରୀ ସହବାସ କରନ୍ତୁ ନାହିଁ । କାରଣ ସୂର୍ଯ୍ୟଙ୍କ ଥିବା ସମୟରେ ବା ଅବସ୍ଥାରେ ଯଦି ଆମେ ସନ୍ତାନ କାମନା କରି ସହବାସ କରିଥାଉ । ତେବେ ସେ ସମୟରେ ଆମ ଔରସରୁ ଜାତ ହୋଇଥିବା ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ  ଗ୍ରହଣ କରିଥାଏ । ତେଣୁ ଦିନ ସମୟରେ ପୁତ୍ର ସନ୍ତାନ ଆଶା କରି ସହବାସ କରନ୍ତୁ ନାହିଁ । ଶାସ୍ତ୍ର ନିୟମ ଅନୁସାରେ ସ୍ତ୍ରୀ ସହବାସ ରାତି ଏଗାର ଠାରୁ ଚାରିଟା ଯାଏ କରିବା ଉଚିତ୍ ।

ଏହି ସମୟ ବହୁତ,  ଶୁଭ ସମୟ ହୋଇଥାଏ , ଏହି ସମୟରେ କହିବା  ଉଚିତ୍ । ଅମାବ୍ୟାସ , ଷଷ୍ଟି  , ନବମୀ ଓ ଚର୍ତୁଦଶୀ ତିଥିରେ ଆଦୌ ସହବାସ କରନ୍ତୁ ନାହିଁ ।କାରଣ ଏହା ଶାସ୍ତ୍ର ବିରୋଧୀ ଅଟେ , ଓ ଏହି ସମୟରେ ଜନ୍ମ ହୋଇଥିବା ସନ୍ତାନ କୁସନ୍ତାନ ହୋଇଥାଏ ।  ରବିବାର , ମଙ୍ଗଳବାର ଓ ଶନିବାର ଏହି ଦିନ ମାନଙ୍କରେ ସନ୍ତାନ କାମନା କରି  ସ୍ତ୍ରୀ ସହବାସ କରିବା  ନିବାରଣ ଅଟେ ।

ଯେଉଁ ଦିନ ଆପଣମାନଙ୍କ ମା ବାପାଙ୍କର ଶ୍ରାଦ୍ଧ ଦିନ ଅଟେ । ସେହି ଦିନ ମଧ୍ୟ ସହବାସ କରନ୍ତୁ ନାହିଁ । ଏହା ଛଡା ଗ୍ରହଣ ଲାଗିଥିବା ଦିନ ମଧ୍ୟ ସନ୍ତାନ କାମନା ସହବାସ କରନ୍ତୁ ନାହିଁ । ଯାହା ଦ୍ଵାରା କି ଏହା ଯୌଗୁ ଆପଣଙ୍କ ଔରସରୁ ଜନ୍ମ ହୋଇଥିବା ସନ୍ତାନ ଅଳ୍ପ ଆୟୁ ଓ ଗୁଣହୀନ  ହେଇ କି  ଜନ୍ମ ହୋଇଥାଏ । ନିଜର ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ଚାଲୁଥିବା ସମୟରେ ସ୍ତ୍ରୀ ସହବାସ ନିଷିଦ୍ଧ ଅଟେ  ।

ଉତ୍ତମ , ଗୁଣବାନ ଓ ଜ୍ଞାନବାନ ସନ୍ତାନ ପାଇଁ ଉତ୍ତମ ନକ୍ଷତ୍ର ହେଉଛି  ଶ୍ରବଣା , ହସ୍ତା , ଅନୁରାଧା , ସ୍ଵାତି , ଉତ୍ତର ଫାଲ୍ଗୁନୀ , ଧନିଷ୍ଟା , ମୂଳା , ରୋହିଣୀ ଏହି  ସବୁ ନକ୍ଷତ୍ର ଚାଲୁଥିବା ସମୟରେ ବା ଶୀ ଦିନରେ ଯେଉଁ ମାନେ ସନ୍ତାନ କାମନା କରି ସ୍ତ୍ରୀ ସହବାସ ବା ସ୍ଵାମୀ ସ୍ତ୍ରୀ ଏକାଠି ହୋଇଥାଆନ୍ତି । ତାଙ୍କ ଔରସରୁ ଜାତ ହୋଇଥିବା ସନ୍ତାନ ବହୁତ ଭାଗ୍ୟଶାଳୀ , ଜ୍ଞାନବାନ , ପରଉପକାରୀ ଓ  ଜଗତ କଲ୍ୟାଣ କାରୀ ହୋଇଥାଏ ।

ତେଣୁ ସନ୍ତାନ ପାଇଁ ଏହି ତିଥି ଓ ନକ୍ଷତ୍ର ସହବାସ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button