ସ୍ୱାସ୍ଥ୍ୟ

ମାତ୍ର 2 ଚିମୁଟା ପାଣିର ମିଶାଇ ସେବନ କରନ୍ତୁ ଦେଖିବେ ଯାଦୁ, କାଛୁ, କୁଣ୍ଡିଆଣ ଭଳି ଚର୍ମରୋଗ ସମ୍ପୂର୍ଣ୍ଣ ଭଲ ହେବ

ଯେଉଁ ମାନଙ୍କର ଗରମ କାରଣରୁ ବା ଡଷ୍ଟ କାରଣରୁ ବା ଅନ୍ୟ କୌଣସି କାରଣରୁ କୁଣ୍ଡିଆଣ ଭଳି ସମସ୍ୟା ରହୁଛି ସେମାନଙ୍କ ପାଇଁ ଆଜି ଆମେ ଏକ ଉପଚାର ନେଇ ଆସିଛୁ । ବହୁ ପୁରୁଣା କୁଣ୍ଡିଆଣ ହୋଇଥିଲେ ତାହା ଦୂର ହୋଇଯିବ ଏହି ରେମେଡିର ପ୍ରୟୋଗ କରିବା ଦ୍ଵାରା । ଆଉ ଯଦି ଆପଣଙ୍କର ଏହି ସମସ୍ୟା ଏବେ ଆରମ୍ଭ ହୋଇଛି ତେବେ ମାତ୍ର ଏକ ସପ୍ତାହ ଯାଏଁ ଏହି ରେମେଡିର ପ୍ରୟୋଗ କରନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କିପରି ତିଆରି କରିବା ଓ ଏହାର ପ୍ରୟୋଗ କେମିତି କରିବା ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଆଲସୀ ଯାହା ଆମ ତ୍ଵଚାରେ ଆଦ୍ରତା ରଖିଥାଏ । ଯଦି କୁଣ୍ଡିଆଣ ସମସ୍ଯା ହୋଇଥାଏ ତେବେ ସ୍କିନ ଡ୍ରାଏ ହୋଇଥାଏ । ପ୍ରଥମେ ଅଳ୍ପ ଆଲସି ନେଇ ଏହାକୁ ଧିମା ଆଞ୍ଚରେ ଭାଜି ଦିଅନ୍ତୁ ୫ ମିନିଟ ଯାଏଁ । ଏହା ପରେ ଏହାକୁ ଥଣ୍ଡା କରି ଷ୍ଟୋର କରି ରଖିପାରିବେ । ଏହାର ପାଉଡର ପ୍ରସ୍ତୂତ କରି ଆପଣଙ୍କୁ ଏହାର ସେବନ କରିବାକୁ ହେବ ।

ଆଲସୀ ଶରୀର ପାଇଁ ଗରମ ହୋଇଥାଏ ତେଣୁ ଗରମ ଦିନରେ ଏହାର କମ ସେବନ କରନ୍ତୁ । ଦେଖିବେ ସପ୍ତାହକ ମଧ୍ୟରେ ଜାଦୁ, କାଛୁ, କୁଣ୍ଡିଆଣ ଭଳି ସମସ୍ଯା ଶେଷ ହୋଇଯିବ । ସକାଳୁ ଖାଲି ପେଟରେ ଏକ ଗ୍ଳାସ ଉଷୁମ ପାଣି ସହ ସ୍ଲାଇଟ ଖାଇବା ସୋଡା, ଓଲିଭ ସଲ୍ଟ ଆଡ କରି ସେବନ କରନ୍ତୁ । ଆପଣ ଏଥିରେ ସେନ୍ଧା ନାମକ ମଧ୍ୟ ଆଡ କରିପାରିବେ ।

ପ୍ରଥମେ ଆପଣଙ୍କୁ ଏକ ଚାମଚ ଆଲସୀ ଚୋବାଇ ଖାଇବାକୁ ହେବ । ତା ପରେ ଏହି ପାଣି ର ସେବନ କରିବାକୁ ହେବ । ମାତ୍ର ସପ୍ତାହ ଯାଏଁ ଏହାର ସେବନ କରିଲେ ଯେତେ ପୁରୁଣା ସ୍କିନ ଇନଫେକସନ ସମସ୍ଯା ହୋଇଥିଲେ ତାହା ମୂଳ ରୁ ଶେଷ ହୋଇଯିବ । ଆପଣ ଦିନରେ ଏହାକୁ କୌଣସି ସମୟରେ ସେବନ କରି ପାରିବେ ।

ସ୍କିନ ଜନିତ ସମସ୍ଯା ଦୂର କରିବା ପାଇଁ ଆଉ ଏକ ଉପଚାର ହେଉଛି ଆଲୋଭେରା ବା ଘିକୁଆଁରୀ । ଯାହା ଅନେକଙ୍କ ବାଡି ରେ ଲଗା ଯାଇଥାଏ । ଏହା ଆମ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଏକ ଛୋଟ ଆଲୋଭେରା ନେଇ ତାହାର ଉପର ଚୋପା କୁ କାଢି ଦିଅନ୍ତୁ । ଏହା ପରେ ଆଲୋଭେରା ରସ କୁ ନିଜର ସ୍କିନ ରେ ଲାଗନ୍ତୁ । ଆପଣଙ୍କୁ ଚମତ୍କାରୀ ଫାଇଦା ଏଥିରୁ ଦେଖିବାକୁ ମିଳିବ ।

ଦିନକୁ ଦୁଇ ରୁ ତିନି ଥର ଆଲୋଭେରା ର ପ୍ରୟୋଗ ସ୍କିନ ସମସ୍ଯା ପାଇଁ କରିବେ । ରାତି ସମୟରେ ଯେଉଁ ଜାଗାରେ ଆପଣଙ୍କର କୁଣ୍ଡିଆଣ ସମସ୍ଯା ହୋଇଛି ନଡିଆ ତେଲ ଲଗାନ୍ତୁ । ହି ପ୍ରାକାରେ ପ୍ରୟୋଗ କରିଲେ ମାତ୍ର ସପ୍ତାହକ ମଧ୍ୟରେ ଆପଣଙ୍କୁ ବେଷ୍ଟ ରେଜଲଟ ଦେଖିବାକୁ ମିଳିବ । ଆପଣଙ୍କର ଯାଦୁ, କାଛୁ, କୁଣ୍ଡିଆଣ ଭଳି ସ୍କିନ ସମସ୍ଯା ସବୁ ଦିନ ପାଇଁ ଶେଷ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button