ଖେଳ ଖବର

ଇଡେନ ଗାର୍ଡେନରେ କେକେଆର-ଏସଆରଏଚ୍ ଲଢ଼େଇ:ଟସ୍ ଜିତିଲା ସନରାଇଜର୍ସ ହାଇଦ୍ରାବାଦ୍, ବୋଲିଂ ନିଷ୍ପତ୍ତି – Kalinga News

[ad_1]

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ର ତୃତୀୟ ମ୍ୟାଚ୍ ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ୍) ମୁହାଁମୁହିଁ ହୋଇଛନ୍ତି। ଏସଆରଏଚ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟସ୍ ହାରି କେକେଆର ଟିମ୍ ଅଧିନାୟକ ଶ୍ରେୟଶ ଆୟାରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button