ରାଜନୀତି
ଜ୍ଞାନେଶ କୁମାର, ସୁଖବୀର ସିଂ ହେଲେ ନୂଆ ନିର୍ବାଚନ ଆୟୁକ୍ତ: ଚୟନ ପ୍ରକ୍ରିୟାକୁ ବିରୋଧ କଲା କଂଗ୍ରେସ – Kalinga News

[ad_1]
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗରେ ଖାଲି ପଡ଼ିଥିବା ୨ ନିର୍ବାଚନ ଆୟୁକ୍ତ ପଦବୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂରଣ କରାଯାଇଛି। ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ଚୟନ କମିଟି ସେମାନଙ୍କ ନିଯୁକ୍ତିରେ ମୋହର ଲଗାଇଛନ୍ତି। ତେବେ ସେମାନଙ୍କ ନିଯୁକ୍ତି ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କମିଟିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସହମତି ପ୍ରକାଶ କରିଛନ୍ତି।
[ad_2]