ଖେଳ ଖବର

ବନ୍ଧୁକଚାଳନା ବିଶ୍ବକପ୍‌: ଇତିହାସ ରଚିଲା ଭାରତ – Kalinga News

[ad_1]

ଗ୍ରେନଡା (ସ୍ପେନ୍) ଏଠାରେ ଆୟୋଜିତ ୧୦ ମିଟର ଆଇଏସ୍‌ଏସ୍ଏଫ୍ ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାରତ ଚତୁର୍ଥ ୱାନ୍-ଟୁ ବା ସ୍ବର୍ଣ୍ଣ-ରୌପ୍ୟ ସଫଳତା ପାଇଛି। ଭାରତର ଦେବାଂଶୀ (୨୪୦) ୮ଜଣ ପ୍ରତିଯୋଗୀ ଥିବା ଫାଇନାଲ୍‌ରେ ୨୪୦ ପଏଣ୍ଟ୍ ଅର୍ଜନ କରି ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଲକ୍ଷିତା ୨୩୮ ପଏଣ୍ଟ ସହ ରୌପ୍ୟ ପଦକ ପାଇଛନ୍ତି। ଏଥିସହିତ ଭାରତ ପଦକ ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛି। ଭାରତ ଗୁରୁବାର ସୁଦ୍ଧା ଏହି ପ୍ରତିଯୋଗିତାରେ ୪ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିତିଛି। ମହିଳାମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ୧୦ ମିଟର ଏହାର ରାଇଫଲ୍ କନିଷ୍ଠରେ ଭାରତୀୟ ଦଳ ପରାଜିତ ହୋଇ ପଦକ ଦୌଡ଼ରୁ ବାଦ୍ ପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button