ସ୍ୱାସ୍ଥ୍ୟ

ଏହା କେଉଁ ସମୟରେ କରିବେ ଏବଂ ଏହା କେତେ ଲାଭ ଦାୟକ ଦେଖନ୍ତୁ ସମ୍ପୂର୍ଣ ବିବରଣୀ

 ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ ।
ସୋସିଆଲ ମିଡିଆରେ ଆପଣମାନେ ଅନେକ ଜ୍ୟୋତିଷ ଶାସ୍ତ୍ର କଥା, ଅନେକ ଗୁପ୍ତଜ୍ଞାନ, ଏବଂ ଅନେକ ପ୍ରକାରର ଶିକ୍ଷଣୀୟ କଥା ମଧ୍ୟ ଜାଣିପାରିବେ ।
ଏହି ଭିଡିଓରେ ଆପଣମାନେ ଗୁପ୍ତଜ୍ଞାନକୁ ନେଇ କିଛି କଥା ଜାଣିପାରିବେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ହସ୍ତ ମୈଥୁନ କରିବାର ସଠିକ୍ ସମୟ କଣ ।କେଉଁ ସମୟରେ ହସ୍ତ ମୈଥୁନ କରିବା ଉଚିତ୍ । ହସ୍ତ ମୈଥୁନ କେତେ ଲାଭଦାୟକ ଆପଣମାନଙ୍କ ପାଇଁ ଏହା ଜାଣିପାରିବେ ।
ମଣିଷ ମାତ୍ରକେ କିଛି ଇଚ୍ଛା ଥାଏ । ଆଉ ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ଲୋକମାନେ ଅନେକ କଥା କରିଥାନ୍ତି ।
ଯୌ-ନ ଚିକିତ୍ସା ପାଇଁ ଅର୍ଥାତ୍ ଯୌ-ନ ଇଚ୍ଛାକୁ ପୂରଣ କରିବା ସମସ୍ତଙ୍କ ପାଇଁ ଭଲ ଅଟେ । ଏମିତି କିଛି ଖବର ଆପଣ ଏହି ଭିଡିଓ ମାଧ୍ୟମରେ ପାଇପାରିବେ ।
ଆପଣମାନେ ଜାଣିଛନ୍ତି କି ବୈଜ୍ଞାନିକମାନଙ୍କ ମତରେ ବା ଅନେକ ପ୍ରକାରର ଯୌ-ନ ବିଶେଷଜ୍ଞଙ୍କ ଅନୁସାରେ ଯୌବନ ଅବସ୍ଥାରେ ସେ-କ୍ସ କରିବା ଜରୁରୀ ଅଟେ ।ଯେଉଁ ବ୍ୟକ୍ତି ସେ-କ୍ସ କରନ୍ତି ନାହିଁ ସେମାନେ କେବେବି ସୁସ୍ଥ ରୁହନ୍ତି ନାହିଁ ।
ସେଥିପାଇଁ ଆପଣମାନେ ହସ୍ତ ମୈଥୁନ କରନ୍ତୁ । କିନ୍ତୁ ଅଧିକ ହସ୍ତ ମୈଥୁନ କରିବା ସ୍ବାସ୍ଥ୍ୟ ପକ୍ଷେ ଖରାପ ଅଟେ । ମନରେ ଉତ୍ସାହ ଏବଂ ଖୁସି ଆଣିବା ପାଇଁ ସେ-କ୍ସ କରିବା ଉଚିତ୍ ବୋଲି ବିଶେଷଜ୍ଞମାନେ କହିଥାନ୍ତି ।
ଯେମିତି ଅଧିକ ଖାଇବା ଦ୍ବାରା ନିଜ ପେଟ ଖରାପ ହୋଇଥାଏ ଠିକ୍ ସେହିଭଳି ଅଧିକ ହସ୍ତ ମୈଥୁନ କରିଲେ କ୍ଷତି ହୋଇପାରେ । ଅଧିକ ହସ୍ତ ମୈଥୁନ କରିବା ଶରୀର ପାଇଁ କ୍ଷତିକାରକ ଅଟେ ।
ଶରୀରକୁ ସୁସ୍ଥ ରଖିବା ପାଇଁ ନିହାତି ସେ-କ୍ସ କରିବା ଉଚିତ୍ । ୧୫ ରୁ ୧୯ ବର୍ଷର ପିଲାମାନେ ଏହାକୁ କଣ୍ଟ୍ରୋଲ କରିବା ଉଚିତ୍ ।
ଆପଣଙ୍କ ମେଣ୍ଟାଲି ଆଉ ଫିଜିକାଲି ଫିଟ୍ ରହିବା ପାଇଁ ହେଲେ ଅଧିକ ହସ୍ତ ମୈଥୁନ କରନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଶରୀର ଉପରେ ପ୍ରଭାବ ପଡିପାରେ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button