1 ସପ୍ତାହରେ ଉଚ୍ଚତା 3 ରୁ 5 ଇଞ୍ଚ ବଢାନ୍ତୁ…କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ , ୧୮ , ୧୯ ବର୍ଷ ର ଯୁବତୀମାନଙ୍କର ଉଚ୍ଚତା ବଢିନଥାଏ । ସେମାନେ ବହୁତ ଗେଡା ହେଇକାଇଥାନ୍ତି । ଯେଉଁମାନଙ୍କ ଉଚ୍ଚତା ବଢି ନଥାଏ ସେମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ ଯେ ତାଙ୍କ ଉଚ୍ଚତା କାହିଁକି ବୃଦ୍ଧି ହୋଇନଥାଏ ବୋଲି । ତେବେ ଉଚ୍ଚତା ବଢେଇବାର ଉପାୟ କଣ ହୋଇଥାଏ । ଅନେକ ଲୋକ ଉଚ୍ଚତା ବୃଦ୍ଧି କରିବା ପାଇଁ ଜିମ୍ ଯାଇଥାନ୍ତି , କିନ୍ତୁ ଆଖ ପାଖର ଲୋକମାନଙ୍କ କଥା କୁ ଶୁଣି ସେମାନେ ଜିମ୍ ଯାଇନଥାନ୍ତି ।
କିନ୍ତୁ ଏହା ସତ୍ୟ ନୁହେଁ ଯେ ଜିମ୍ ଗଲେ କିଛି ଫାଇଦା ହୁଏ ନାହିଁ , ବରନ୍ତ ଯଦି ଆପଣ ଜିମ୍ ରେ ପ୍ରବେଶ କରିବା ପୂର୍ବରୁ କଣ ପାଇଁ ଆସିଛ ତାହା ସେମାନଙ୍କୁ କହିବା ଉଚିତ୍ । ଏହା ଫଳରେ ଆପଣଙ୍କ ଟ୍ରେନର ସେହି ଅନୁସାରେ ଆପଣଙ୍କୁ କହିଥାନ୍ତି । ଜିମ୍ ରେ ଉଚ୍ଚତା ବୃଦ୍ଧି କରିବାର ବ୍ୟାୟାମ ରହିଛି , ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଉଚ୍ଚତା ବଢିଥାଏ ।
କିନ୍ତୁ ଅନେକ ଲୋକ ଆର୍ଥିକ କାରଣ ଯୋଗୁ ଜିମ୍ କୁ ଯାଇପାରିନଥାନ୍ତି । ଉଚ୍ଚତା ବୃଦ୍ଧି ନ ହେବାର କାରଣ ହୋଇଥାଆନ୍ତି ପିତାମାତା ଯଦି କୋଣସି ପିଲାମାନଙ୍କ ବାପାମା ଗେଡା ହୋଇଥାନ୍ତି ତେଣୁ ଛୁଆମାନେ ମଧ୍ୟ ଗେଡା ହୁଅନ୍ତି ଏହା ଜିନ୍ ର ପ୍ରଭାବ ହୋଇଥାଏ । କିନ୍ତୁ ଯଦି ପିତାମାତାଙ୍କ ଉଚ୍ଚତା ଠିକ ରହିଥାଏ ।
ମାତ୍ର ପିଲାର ଉଚ୍ଚତା କମ୍ ରହିଥାଏ ତେଣୁ ଏହି ସ୍ଥଳରେ ଆପଣଙ୍କ ଭିତରେ ପୋଷାକ ତର୍ଥ୍ୟ ର ଅଭାବ ରହିଥାଏ ଯାହା ଫଳରେ ଆପଣଙ୍କ ଉଚ୍ଚତା କମିଯାଇଥାଏ । କିନ୍ତୁ ଯଦି ଆପଣ ଏହୁ ଉପାୟ କୁ କରିଥାନ୍ତି ତେବେ ଏକ ସପ୍ତାହ ଭିତରେ ଆପଣଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ ।ଅନେକ ଲୋକମାନଙ୍କ ପ୍ରଶ୍ନ ଥାଏ କି ଉଚ୍ଚତା କେବଳ ୨୧ ବର୍ଷ ଯାଏ ବୃଦ୍ଧି ହୋଇଥାଏ ଏବଂ ଏହା ପରେ ହୋଇନଥାଏ ।
ଯଦି ଆପଣ ବ୍ୟାୟମ ଯୋଗ କରିଥାନ୍ତି ଖେଳ କୁଦ କରନ୍ତି । ତେବେ ଆପଣଙ୍କ ଉଚ୍ଚତା ୨୫ ବର୍ଷ ଯାଏ ହୋଇଥାଏ । ଶରୀରକୁ ସବୁ ବେଳେ ବ୍ୟାୟମ ଯୋଗ କରାଇବା ଉଚିତ୍ । ଆମ ଉଚ୍ଚତା କୁ ବଢେଇବାରେ ମସ୍ତିସ୍କ ର ପିଟୟୁତା ରିଗଲାଣ୍ଡ ରେ ଗ୍ରୋଥ ହୋରମୋନ ର ନିର୍ମାଣ ହୋଇଥାଏ ଏବଂ ଏହା ଦ୍ଵାରା ହିଁ ନିଧାରିତ ହୋଇଥାଏ କି ଆପଣଙ୍କ ଉଚ୍ଚତା କେତେ ବଢିବ ବୋଲି ।ଉଚ୍ଚତା କୁ ବଢେଇବା ପାଇଁ ଦୁଇଟି ଉପାୟ କରନ୍ତୁ ।
ପ୍ରଥମ – ଟାଡାଆସନ ଏହି ଆସନରେ ସିଧା ଛିଡା ହୋଇ ଦୁଇ ହାତକୁ ଉପରକୁ ଉଠାଇ ନିଶ୍ଵାସ ନିଅନ୍ତୁ ଏବଂ ତାହା ସହିତ ପାଦ ଗୋଇଠି କୁ ଉପରକୁ ଭିଡନ୍ତୁ ଏବଂ ପୁଣି ଶ୍ଵାସ ଗ୍ରହଣ କରି ହାତ କୁ ନିୟମିତ ସ୍ଥାନ କୁ ଆଣିନିଅନ୍ତୁ । ଦ୍ଵିତୀୟ – ସର୍ବାଙ୍ଗସନ ପ୍ରଥମେ ପିଟି ପରେ ଶୋଇଯାଆନ୍ତୁ ଏବଂ ଧୀରେ ଧୀରେ ଶ୍ଵାସ ନେଇ ଆପଣଙ୍କୁ ଗୋଡ ଓ ଅଣ୍ଟା କୁ ଉପତକୁ ଉଠାନ୍ତୁ ଏହାକୁ ଦୁଇ ମିନିଟ୍ ପାଇଁ କରନ୍ତୁ । ଏହୁ ଦୁଇଟି ଆସନ କୁ ସବୁ ଦିନ କରି ଆପଣଙ୍କ ଉଚ୍ଚତାକୁ ୨ ରୁ ୩ ଇଞ୍ଚ ବଢାନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।