ଅପରାଧ

ଦରଘାପାଟଣା ପୂଜାମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି – Kalinga News

[ad_1]

କଟକ: କଟକ ସହର ଦରଘାପାଟଣା ପୂଜାମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ହୋଇଛି। ମା’ଙ୍କ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବାର ସୂଚନା ମିଳିଛି।

ପୂଜକ  ମନ୍ଦିରର ଦ୍ୱାର ଖୋଲାଯାଇଥିବା ସକାଳୁ ଦେଖିବାକୁ ପାଇଥିଲେ। ଏହାପରେ ମା’ଙ୍କ ମୁକୁଟ ଚୋରି ହୋଇଥିବା ପୂଜକ ଦେଖିଥିଲେ। ଥାନାରେ ଚୋରି ନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button