ଖେଳ ଖବର

ସେମି ଲାଇନ୍‌ ଅପ୍‌ ଚୂଡ଼ାନ୍ତ: ଅଷ୍ଟ୍ରେଲିଆ-ଜର୍ମାନି, ବେଲ୍‌ଜିୟମ-ନେଦରଲାଣ୍ଡ୍ସ – Kalinga News

[ad_1]

ଭୁବନେଶ୍ବର: ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ ଗତକାଲି ହକି ବିଶ୍ବକପ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଆଜି ଏଥିରେ ଯୋଡ଼ି ହୋଇଛନ୍ତି ନେଦରଲାଣ୍ଡ୍ସ ଓ ଜର୍ମାନି। ଆଜି ପ୍ରଥମ କ୍ବାର୍ଟର ଫାଇନାଲ୍‌ରେ ଜର୍ମାନି ୪-୩ (୨-୨) ଇଂଲଣ୍ଡକୁ ମାତ୍‌ ଦେଇଥିଲା। ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍ସ ୫-୧ ଗୋଲ୍‌ରେ କୋରିଆକୁ ମାତ୍‌ ଦେଇଥିଲା। ଶୁକ୍ରବାରର ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ-ଜର୍ମାନି ଏବଂ ଦ୍ବିତୀୟରେ ବେଲ୍‌ଜିୟମ-ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button