ରାଜ୍ୟ

ବନ୍ଧା ହେଲା ତଣ୍ଟି କଟା ଲୁଟେରା – Kalinga News

[ad_1]

ଧରା ପଡିଲେ ତଣ୍ଟି କଟା ଲୁଟେରା । ବନ୍ଧା ହେଲା କୁଖ୍ୟାତ ଲୁଟେରା ଗୋଧି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି ।

Chat on WhatsApp

ଭୁବନେଶ୍ୱର : ଧରା ପଡିଲେ ତଣ୍ଟି କଟା ଲୁଟେରା । ବନ୍ଧା ହେଲା କୁଖ୍ୟାତ ଲୁଟେରା ଗୋଧି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଗତ ୧ ତାରିଖ ଦିନ ଡମଣା ଗାଁରେ ତଣ୍ଟି କାଟି ଲୁଟ୍ କରିଥିଲେ । ଲୁଟେରାମାନେ ଶିବାନନ୍ଦ ବାରିକଙ୍କ ବେକ୍ କାଟି ଲୁଟି ନେଇଥିଲେ । ରାତି ପ୍ରାୟ ୩ଟା ବେଳେ ଶିବାନନ୍ଦ ତାଙ୍କ ଛକରେ ଥିବା ଦୋକାନକୁ ଯିବା ପାଇଁ ବାହାରିଥିବା ବେଳେ ଗେଟ୍ ଆଗରୁ ଲୁଟେରା ଲୁଟି ନେଇଥିଲେ । ବିରୋଧ କରିବାରୁ ବେକ୍ କାଟି ଦେଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button