ମନୋରଞ୍ଜନ

ଝିଅ ବାହାଘରରେ ପୂର୍ବ ପତ୍ନୀଙ୍କୁ ଚୁମ୍ବନ ଦେଲେ ଅମୀର – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନ ଓ ନୂପୁର ଶିଖରେ ଜାନୁଆରି ୩ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ କୋର୍ଟରେ ବିବାହ କରିଥିବା ବେ‌ଳେ ଜାନୁଆରି ୮ ତ‌ାରିଖରେ ଇରା ଓ ନୂପୁର ମରାଠା ରୀତିନୀତିରେ ବିବାହ କରିବେ। ସୋସିଆଲ ମିଡିଆରେ ଇରା ଏବଂ ନୂପୁରଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। ଝିଅ ଇରାଙ୍କ ବିବାହକୁ ନେଇ ଅମୀର ବେଶ୍‌ ଖୁବ ଅଛନ୍ତି। ଇରାଙ୍କ ବିବାହ ସମୟରେ ଅମୀରଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ କିରଣ ଏବଂ ଅମୀରଙ୍କୁ ଲୋକେ ଟ୍ରୋଲ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button