ରାଜ୍ୟ

ଯଦି ଆପଣ ବି ବିଛଣାରେ ବସି ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ ! ଜାଣନ୍ତୁ ଭୋଜନ କରିବାର ଏହି ସବୁ ନିୟମ !- Vastu Tips

ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବାତ ଆମେ ଜାଣି ପାରିବା କି ଏହା ଆମକୁ ବହୁତ ଉର୍ଣ୍ଣତି ଥାଉ । ଯଦି ଆମେ ଏହାକୁ ଭଲ ଭାବେ ବୁଝିକି ଆମ ଘରକୁ କରି ଥାଉ ତେବେ ଶୁଭ ଫଳ ମିଳିଥାଏ। କିନ୍ତୁ ଦେଖିବା ପାଇ ଯିବା ତ ଆମେ ଆଜି କାଲୀ ଏହାକୁ ମାନୁ ନାହାଁନ୍ତି ଯାହା ଦ୍ଵାରା ଆମେ ଅନେକ ସମସ୍ଯା ର ସାମନା କରୁଛୁ । ଆମେ ଅନେକ ଜିନିଷ କୁ ବଦଳାଇ ଦେଉଛେ । ଏହା ସହ ଆମ ଜୀବନର ସଂସ୍କାର ବହୁତ ପଛରେ ରହି ଯାଇଛି ।

କିନ୍ତୁ କିଛି ଲୋକମାନେ ଏବେ ଖାଇବା ଅଭି ନିଜ ବିଛଣାରେ ବସିକି ଖାଇବା ଆରମ୍ଭ କରି ଦେଲେଣି । ଆଗରୁ ଏହା କୁ ଆମେ ତଳେ ବସିକି ଖାଇ ଥାଉ। ଆଗରୁ କୁହାଯାଇଥିବା କଥା ଅନୁସାରେ ଯେଉଁ ମାନେ ତଳେ ବସିକି  ଖାଇବା ଖାଉ ଥିଲେ ସେତେବେଳେ ଆମ ଶରୀର ଓ ପୃଥିବୀ ମଧ୍ୟରେ ଏକ ସମ୍ପର୍ଷ ଆସି ଥାଏ । ଯାହା ଦ୍ଵାରା ଆମ ଶରୀର ରେ ଏକ ଊର୍ଜା ବାହାରି ଥାଏ । ଆଜି ଆମେ କହିବା କି ବିଚଣା ରେ ବସିକି ଖାଇବା ଦ୍ଵାରା ଆମ ଜୀବନରେ କେଉଁ କେଉଁ ସମସ୍ଯା ମାନ ଆସିବାରେ ଲାଗିଛି ।

ଆପଣ ମାନେ ଜାଣି ଥିବେ କି ଆମ ଖାଦ୍ଯ ଏବେ ଏତେ ଅଧିକା ଖରାପ ହେବାରେ ଲାଗିଲାଣି କି ଆମେ ଏହାକୁ ଖାଇଆବ ପରେ ଏକ ସୀମିତ ସମୟ ମଧ୍ୟରେ ଆମେ ଆମ ଶରୀର କୁ ଦୁର୍ବଳ ହେବାର ଏକ ନିରନ୍ତର ପକ୍ରିୟା ଚାଲିଛି ସବୁ ଲୋକମାନେ ହୁଅନ୍ତୁ କିମ୍ବା ମହିଳା ମାନେ ହୁଅନ୍ତୁ ସବୁ ବେଳେ ସେମାନେ ବେମାର ରହୁଛନ୍ତି ଯେଉଁ ଜାଗାରେ ମଣିଷ କମ ରୁ କମ ରେ ୧୦୦ ବର୍ଷ ବଞ୍ଚିଥିବା ମଣିଷ ଏବେ ୫୦ ବର୍ଷ ଭି ବହୁତ ଅସୁବିଧାର ସହ ଯାଉଛି ।

ଏହା ମଧ୍ୟରେ ତାର ଜୀବନର କିଛି ହାଶୀଳ ହେଉନି ସବୁ ଅଧାରେ ରହି ଯାଉଛି କାହାର ପିଲା ଛୋଟ ଥିବା ବେଳେ କାହାର ନୂଆ ବିବାହିତ ସ୍ତ୍ରୀ କୁ ଛାଡି ଆରପାରି କୁ ଚାଲି ଯାଉଛନ୍ତି । ଏହି ଭଳି ସମସ୍ଯା ରୁ  ମୁକ୍ତ ପାଇବା ପାଇଁ ଆଗକାଳର ଲୋକମାନେ କିଛି ନିୟମ ମାନ  ମନୟ ଚଳୁ ଥିଲେ ।

କେଉଁ କେଉଁ ଜିନିଷ ଆମେ ମାନିବା କଥା ଭୋଜନ କକ୍ଷ ସୌଚାଲୟ ପାଖରେ ରଖିବା ଅକଥା ନୁହେଁ । ଏହା ଉତ୍ତର ଦିଗକୁ ହୋଇ ରହିବା କଥା । ଖାଇବା ବେଳେ ଆମେ ଉତ୍ତର ଊ ପୂର୍ବ ଦିଗକୁ ମୁହଁ କରି ଖାଇବ୍ବା କଥା । ଯେଉଁ ମାନଙ୍କ ମାତା ପିତା ଅଭି ଜାଏ ବଞ୍ଚି ଛନ୍ତି ପଶ୍ଚିମ ଓ ଦକ୍ଷିଣ ଦିଗକୁ ମୁହଁ କରି ଖାଇ ଥାନ୍ତି ଏହା କରିବା କଥା ନୁହେଁ । ଆପଣ ଖାଇବା ଆଗରୁ ହାତ ମୁହଁ ଧୋଇକି ଖାଇବା ଭଲ କଥା । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ଥାଏ ।

ଗୋଡ ଓଦା କରି ଖାଇବା ଦ୍ଵାରା ଭଲ ହୋଇ ଥାଏ । ଯେଉଁ ମାନେ ଚଉକିରେ ବସିକି ଖାଇବା ଖାଉ ଛନ୍ତି ସେମାନେ ତଳେ ବସିକି ଖାଇବା କଥା । ଆପଣ ଖାଇବା ବେଳେ ଭଙ୍ଗ ବାସନ ରବ୍ୟବହାର କରିବେନି । ଆମେ ଯଦି ବିଛଣାରେ ଖାଇବା ବେଳେ ଆମ ଶରୀର ରୁ ବାହାରୁଥିବା ଉତ୍ତାପ ଭୂମି କୁ ଯାଇ ପରି ନଥାଏ ଆମ ଲିଭର ରୁ ବାହାରି ଥିବା ଉତ୍ତାପ ଆମ ଭିତରେ ରହି ଥାଏ । ଯାହା ଦ୍ଵାରା ଆମ ଶରୀର ଖରାପ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button