ଦେଶ- ବିଦେଶ

ଯେତେବେଳେ ଭାରତକୁ ଗରିବ ବୋଲି କହିଲେ ଏହି ଆମେରିକୀୟ Popstar, ଆଉ ତା’ପରେ Mukesh Ambani ଯାହା କରିଲେ ଜାଣିଲେ ଆପଣ ବି ସାବାସୀ ଦେବେ, ଜାଣନ୍ତୁ ପୁରା ଘଟଣା

ଆମେରିକା ଭାରତ ଠାରୁ ଯେତେ ଅଧିକ ବିକଶିତ ହେଲେ ମଧ୍ୟ ଆମେରିକାର ପ୍ରାୟ ପ୍ରତ୍ଯେକ ବଡ କମ୍ପାନୀକୁ ଭାରତୀୟ ମାନେ ପରିଚାଳନା କରୁଥିବାର ଦେଖିବାକୁ ମିଳେ । ସେଥିପାଇଁ ଅଳ୍ପଦିନ ତଳେ ସୋ-ସି-ଆ-ଲ ମି-ଡି-ଆ-ରେ ‘ପଢେଗା ଇଣ୍ଡିଆ, ତଭି ତୋ ବଢେଗା ଆମେରିକା’ ମିମ୍ସ ସବୁ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଥିଲା । ମାଇକ୍ରୋସଫ୍ଟ ହେଉ ବା ଗୁଗୁଲ, ଏହିସବୁର ମୁଖ୍ୟ ଅଧିକାରୀ ଜଣେ ଭାରତୀୟ ହିଁ ଅଟନ୍ତି । ସେହିଭଳି ଭାରତ ପ୍ରତ୍ଯେକ କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ ଖୁବ୍ ପରିଚିତ ।

ଭାରତରେ କିଛି ଏଭଳି ବିଜନେସମ୍ୟାନ ଅଛନ୍ତି ଯେଉଁମାନେ ପୁରା ଦୁନିଆର ବିଜନେସମ୍ୟାନଙ୍କୁ ଟକ୍କର ଦେବାର କ୍ଷମତା ରଖନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଆମେରିକୀୟ ପପ୍ ଷ୍ଟାରଙ୍କ ବିଷୟରେ କହିବୁ ଯିଏ ଏକଦା ଭାରତ ସମ୍ପର୍କରେ ଅତ୍ୟନ୍ତ ବିବାଦୀୟ ଉକ୍ତି ଦେଇଥିଲେ । ଏହାପରେ ଏହି ଗରିବ ଦେଶର ଧନୀ ବିଜନେସମ୍ୟାନ ସେହି ପପ୍ ଷ୍ଟାରଙ୍କୁ ରାତିସାରା ନାଚିବାକୁ ମଜବୁର କରି ଦେଇଥିଲେ । ସୂଚନାଯୋଗ୍ୟ ଯେ, ସେହି ପ୍ରସିଦ୍ଧ ପପ୍ ଷ୍ଟାରଙ୍କ ନାମ ହେଉଛି ବିୟୋନ୍ସ ।

ସେ ଏକଦା ଭାରତକୁ ଅତ୍ୟନ୍ତ ଗରିବ ଦେଶ କହିଥିଲେ, ଯାହାର କେହି ମଧ୍ୟ କିଛି ଜବାବ ଦେଇ ନଥିଲେ । କିନ୍ତୁ ୨୦୧୮ରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ ଅବସରରେ ବିୟୋନ୍ସଙ୍କୁ ପୁରା ରାତି ଶୋ କରିବାକୁ ପଡିଥିଲା । ଏହାପରେ ବିୟୋନ୍ସଙ୍କ ଅହଂକାର କେଉଁଠି ନା କେଉଁଠି ଭାଙ୍ଗି ଯାଇଥିଲା ଓ ଭାରତ ପ୍ରତି ତାଙ୍କ ଚିନ୍ତାଧାରା ମଧ୍ୟ ବଦଳି ଯାଇଥିଲା । ଜଣାଇ ଦେଉଛୁ ଯେ, ୨୦୧୬ରେ ବିୟୋନ୍ସ ରକବ୍ୟାଣ୍ଡ ସଙ୍ଗ୍ ‘ହିମ ଫର ଦି ୱିକେଣ୍ଡ’ ରେ ପରଫର୍ମ କରିଥିଲେ ।

ଏହି ଗୀତରେ ତାଙ୍କ ସହ ଭାରତୀୟ ସଂସ୍କୃତିକୁ ଦର୍ଶା ଯାଇଥିଲା । ଏକ ମନ୍ଦିରରେ ହେଉଥିବା ଆରତିରୁ ଏହାର ଆରମ୍ଭ ହୋଇଥିଲା । ଏହାପରେ ଏଥିରେ ଭାରତ ରହଣି ଚଳଣି, ଐତିହାସିକ ମନୁମେଣ୍ଟ୍ସ, ହୋଲି ଉତ୍ସବ ଓ ଟ୍ରାଡିସନାଲ ବାୟୋସ୍କୋପ ଉପରେ ଫୋକସ କରା ଯାଇଥିଲା । ଏହି ଭି-ଡି-ଓ-ରେ ବିୟୋନ୍ସଙ୍କୁ ଜଣେ ବଲିଉଡ ଅଭିନେତ୍ରୀ ଏବଂ ରାଣୀ ହିସାବରେ ପ୍ରଦର୍ଶିତ କରା ଯାଇଥିଲା ।

ଏହା ଦେଖିବା ପରେ ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସ ମାନେ କହିଥିଲେ କି ଏହି ଭି-ଡି-ଓ-ରେ ଭାରତୀୟ ସଂସ୍କୃତିଠୁ ଅଧିକ ଭାରତର ଦରିଦ୍ରତା ଦେଖାଇବାକୁ ପ୍ରୟାସ କରାଯାଇଛି । ଭି-ଡି-ଓ-ରେ କ୍ରିଶ ମାର୍ଟିନଙ୍କୁ ସ୍ଲମ ଇଲାକାର ପିଲାଙ୍କ ସହ ହୋଲି ଖେଳୁଥିବାର ଦେଖିବାକୁ ମିଳିଥିଲା । କିଛି ୟୁଜର୍ସ ସ୍ଲମଡଗ୍ ମିଲେନିୟର ସହ ଏହାର ତୁଳନା ମଧ୍ୟ କରିଥିଲେ । କୋଲ୍ଡପ୍ଲେ ଇଣ୍ଡିଆ ଆସି କେବଳ ଭୋକିଲା ଏବଂ ଲ-ଙ୍ଗ-ଳା ଲୋକଙ୍କୁ ଖୋଜିଛି ବୋଲି କିଛି କମେଣ୍ଟ ମଧ୍ୟ ଦେଇଥିଲେ ।

ମି-ଡି-ଆ ରି-ପୋ-ର୍ଟ ଅନୁସାରେ ବିୟୋନ୍ସ ଗୋଟିଏ ଦିନର ପର୍ଫମାନ୍ସ ପାଇଁ ପ୍ରାୟ ୧୫କୋଟି ତାଙ୍କ ଚାର୍ଜ କରନ୍ତି । ଇଶା ଅମ୍ବାନୀଙ୍କ ବିବାହରେ ବିୟୋନ୍ସ ପ୍ରଥମ ଥର ପାଇଁ ଏକ ଭାରତୀୟ ବିବାହରେ ଯୋଗ ଦେବାକୁ ଆସିଥିଲେ । ମୁକେଶ ଅମ୍ବାନୀ ବିୟୋନ୍ସଙ୍କୁ ନିଜ ଝିଅ ବିବାହରେ ଡାକି ତାଙ୍କୁ ନିଜ ଔକାତ୍ ଦେଖାଇବା ସହ ଭାରତ ମସ୍ତକ ମଧ୍ୟ ଉଚ୍ଚ କରିଥିଲେ । ବିୟୋନ୍ସ ଅବଶ୍ୟ ନିଜ ଭୁଲ୍ ପାଇଁ ପଶ୍ଚାତାପ କରିଥିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button