ମନୋରଞ୍ଜନ

ଏହି ସବୁ ଭାରତୀୟ ସେଲିବ୍ରିଟୀମାନେ ବାଛିଲେ ବିଦେଶୀ ଜୀବନସାଥି – NO.1 ରେ ଅଛନ୍ତି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ

ପ୍ରେମ କରିବା ପାଇଁ ନା କୌଣସି ବୟସ ନା କୌଣସି ବନ୍ଧନ ବାନ୍ଧିପରେ ନାହିଁ ଏହା କେତେବେଳେ କୌଣସି ମୁହୂର୍ତ୍ତରେ କିମ୍ବା କୌଣସି ସ୍ଥାନରେ ହୋଇ ପାରେ। ଶୁଣାଯାଏ କି ପ୍ରେମପାଇ ଲୋକେ କିଛି ଭି କରିପାରିବେ। ସାଧାରତ ଏକ ଝିଅ ଯଦି କୌଣସି ପୁଅ ପ୍ରେମ ସମ୍ପର୍କରେ ଯୋଡିହୋଇଯାଏ ତ ସେ ସମୟରେ ଝିଅଙ୍କ ର କିଛି ଅଭ୍ୟାସ ରେ ପରିବର୍ତନ ଆସିଥାଏ। ଏମାନଙ୍କ ଯୋଡି ଇତିହାସ ରେ ଲେଖା ଅଛି। ଲୋକମାନେ ଏମାନଙ୍କ ଯୋଡି ବନେଇଛନ୍ତି। ସେମାନଙ୍କ ଭଲ ପାଇବା ପାଇଁ ଏମାନେ ଏଠି ପହଂଚିଛନ୍ତି। ଆଜି ଆମେ ଆପଣଙ୍କୁ ୫ ଜଣ  ଭାରତୀୟ ସେଳିବ୍ରେଟି ଙ୍କ ବିଷୟରେ କହିବୁ ଯେଉଁ ମାନେ ବିଦେଶୀ ଜୀବନସାଥୀଙ୍କୁ ନିଜ ପାଇଁ ବାଛିଛନ୍ତି।

ରାଜୀବ ଗାନ୍ଧି-

 

ରାଜୀବ ଗାନ୍ଧି ଜିଏକି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଥିଲେ ସେ ସୋନିଆ ଗନ୍ଧିଙ୍କୁ 1968 ରେ ବିବାହ କରିଥିଲେ। ସୋନିଆ ଗାନ୍ଧି ବିବାହ ପୂର୍ବରୁ ଇଟାଲୀର ନାଗରିକ ଥିଲେ।

ପ୍ରିୟଙ୍କା ଚୋପ୍ରା –

 

ପ୍ରିୟଙ୍କା ଚୋପ୍ରା ଯିଏକି ଜଣେ ଆଗ ଧାଡ଼ିର କଳାକାର ସିଏ  ଟେକ୍ସାସ ରେ ୧୬ ସେପ୍ଟେମ୍ବର ୧୯୯୨ ରେ ଜନ୍ମ ଗ୍ରହଣ କରିଥିବା ନିକ୍ ଜୋନ୍ସଙ୍କୁ ବିବାହ କରିଛନ୍ତି। ସେ ମାତ୍ର ୭ ବର୍ଷ ବୟସରେ କାମ କରିବା ଆରମ୍ଭ କରିଦେଇ ଥିଲେ। ସେ ଜଣେ ଭଲ ଗାୟକ ଓ କଳାକାର ମଧ୍ୟ।

ପ୍ରିତି ଜିଣ୍ଟା –

ବଲିଉଡର  ଡିମ୍ପଲ ଗାର୍ଲ୍  ସୁନ୍ଦରୀ ପ୍ରୀତି ଜିଣ୍ଟା ଆମେରିକାର ବିଜନେସ ମ୍ୟାନ୍ ଜୀନ୍ ଗୁଡ ଇନଫଙ୍କ ସହ ୨୦୧୬ ମସିହାରେ ବିବାହ କରିଥିଲେ। ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏମାନଙ୍କ ମଧ୍ୟରେ ବହୁତ୍ ଦିନ ଧରି ଆଫେୟର ଚାଲିଥିଲା।ଏହା ପୂର୍ବରୁ ପ୍ରୀତିଙ୍କ ନାମ ସହ ଯୁବରାଜ ସିଂହଙ୍କ ନାମ ମଧ୍ୟ ଯୋଡ଼ା ଜାଉଥିଲା।

ଶଶୀ କପ୍ପୂର୍ –

ଆମ ସମୟରେ ନାମୀଦାମୀ ରୋମାଣ୍ଟିକ୍ ହିରୋ ଶଶୀ କପ୍ପୂର୍ ତାଙ୍କ ପରିବାରର ଏକମାତ୍ର ସଦସ୍ୟ ଯିଏ କି ସେ ସମୟରେ ଏକ ବିଦେଶୀନୀ ଙ୍କୁ ବିବାହ କରିଥିଲେ। ଶଶୀ ୧୯୫୮ ମସିହାରେ ବିଦେଶୀ ଝିଅ ଜେନିଫର୍ କେଣ୍ଡଲଙ୍କୁ ବିବାହ କରି ଜୀବନଏ  ସାରା ତାଙ୍କ ସଙ୍ଗେ ରହୁଛନ୍ତି।

ମାଧୁରୀ ଦୀକ୍ଷୀତ୍  –

 

ବଲିଉଡର ଆଗଧାଡିର ନାମୀଦାମୀ ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍ ମଧ୍ୟ ବିଦେଶୀ ଜୀବନସାଥୀଙ୍କୁ ହିଁ ପସନ୍ଦ କରିଛନ୍ତି। ଯେତେବେଳେ ସଞ୍ଜୟ ଦତ୍ତ ମାଧୁରୀ ଦୀକ୍ଷୀତ୍ ଙ୍କ ସହ ବିବାହ କରିବାକୁ ଠିକ୍ କରିଥିଲେ ସେତେବେଳେ ତାଙ୍କନାମ୍ ମୁମ୍ବାଇ ବ୍ଲାଷ୍ଟ୍ ସହ ଜଡ଼ିତ ହୋଇଯାଇ ଥିଲା। ଏହାପରେ  ଦୁଇ ଜଣଙ୍କ ମଧ୍ୟରେ ଦୂରତ୍ବ ବଢ଼ିବାକୁ ଲାଗିଲା। ପରେ ୧୯୯୯ ମସିହାରେ ମାଧୁରୀ ଡେରୀ ନକରି ଶ୍ରୀରାମ ମାଧବ ନେନେଙ୍କ ସହ ବିବାହ କରିନେଲେ ଯିଏକି ଆମେରିକାରେ ରହୁଥିଲେ। ବର୍ତ୍ତମାନ ମାଧୁରୀ ତାଙ୍କ ପତି ଓ ୨ ପିଲାଙ୍କ ସହ ଖୁସିରେ ଜୀବନ ଅତିବାହିତ କରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button