ରାଜ୍ୟ

ଶୁକ୍ରବାର ସନ୍ଧ୍ୟାରେ କରନ୍ତୁ ଏହି କାମ, ଘରେ ହବ ଧନର ବର୍ଷା।

ଶୁକ୍ରବାର ସନ୍ଧ୍ୟାରେ କରନ୍ତୁ ଏହି କାମ

ସମସ୍ତେ ନିଜ ଜୀବନରେ ବହୁତ ଧନ ସମ୍ପତି ଚାହାନ୍ତି। ଆରମରେ ଜୀବନ କାଟିବା ପାଇଁ ଧନର ଆବଶ୍ୟକତା ରହିଛି। ସମସ୍ତେ ଚାହାନ୍ତି ତାଙ୍କ ପାଖରେ ଧନର ଅଭାବ କେବେ ନହେଉ। ଆପଣ ମାନେତ ଜାଣିଛନ୍ତି ଧନର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ। ଯଦି ଆମେ ସ୍ବଚ୍ଛ ମନରେ ଏବଂ ଠିକ ଭାବରେ ମା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରିବା ତେବେ ଆମକୁ କେବେବି ଦାରିଦ୍ର୍ୟତା ଭୋଗ କରିବାକୁ ପଡିବ ନାହିଁ। ଯଦି ଆପଣ ଶୁକ୍ରବାର ଦିନ ଏହି କିଛି ଉପାୟ ଗୁଡିକ କରନ୍ତି ତେବେ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ।

ଆଜି ଆମେ ଆପଣଙ୍କୁ ଶୁକ୍ରବାର ଦିନ ସନ୍ଧ୍ୟାରେ କେଉଁସବୁ କାମ କରିବେ ଓ ଯାହା ଦ୍ଵାରା ଆପଣଙ୍କର କେବେ ଧନର ଅଭାବ ଦେଖାଦେବ ନାହିଁ ସେ ବିଷୟରେ କହିବୁ।

 

ହବ ଧନର ବର୍ଷା

ଯେମିତିକି ଆପଣ ଜାଣିଛନ୍ତି ଧନର ଦେବୀ ମା ଲକ୍ଷ୍ମୀ ସଫସୁତୁରା ଥିବା ଗୃହରେ ବାସ କରନ୍ତି, ସେଥିପାଇଁ ସ୍ଵଚ୍ଛତା ପ୍ରତି ସଜାଗ ରୁହନ୍ତୁ। କିନ୍ତୁ ସନ୍ଧ୍ୟା ସମୟରେ କେବେ ଘରେ ଝାଡୁ ଲଗାନ୍ତୁ ନାହିଁ, ଏହା ଦ୍ଵାରା ଘରର ଲକ୍ଷ୍ମୀ ଚାଲିଯାନ୍ତି।

ପ୍ରତ୍ୟକ ଶୁକ୍ରବାର ଦିନ ସକାଳୁ ଗାଇଙ୍କୁ ସଜ ରୁଟି ଖାଇବାକୁ ଦିଅନ୍ତୁ। ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିବ।

 

ଯଦି ଆପଣ କେଉଁ ଜାଗାରେ ମୟୁରକୁ ଖୁସିରେ ନାଚୁଥିବାର ଦେଖନ୍ତି ତେବେ ସେହି ଜାଗରୁ କିଛି ମାଟି ଆଣି ତାକୁ ଏକ କପଡାରେ ବାନ୍ଧି ତାକୁ ଏକ ପବିତ୍ର ସ୍ଥାନରେ ଥୋଇ ତାର ପୂଜା କରନ୍ତୁ। ଆପଣଙ୍କୁ କେବେ ଧନର ଅଭାବ ହେବ ନାହିଁ।

ଶୁକ୍ରବାର ଦିନ ଘରରେ ଏମିତି ଗଛ ଆଣି ରଖନ୍ତୁ ଯେଉଁଥିରେ ଚେମେଣିମାନେ ବସନ୍ତି। ଏବଂ ସେହି ଡାଳକୁ ଏମତି ଜାଗାରେ ରଖନ୍ତୁ ଯେମିତି ତାଙ୍କୁ କେହି ଦେଖିପାରିବେନି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button