ମନୋରଞ୍ଜନ

ଶୋଏବ ଅଖ୍ତରଙ୍କ ସ୍ତ୍ରୀ ହେଉଛନ୍ତି ତାଙ୍କଠାରୁ ୨୦ ବର୍ଷ ସାନ, ଏତେ ସୁନ୍ଦର ଯେ ଦେଖିଲେ ଅନୁଷ୍କାକୁ ବି ଭୁଲିଯିବ

ଶୋଏବ ଅଖ୍ତରଙ୍କ ସ୍ତ୍ରୀ କୁ ଦେଖିଲେ ଅନୁଷ୍କାକୁ ବି ଭୁଲିଯିବ

ଯେମିତିକି ସମସ୍ତେ ଜାଣିଛନ୍ତି ଭାରତୀୟ ଟିମ ଆଜି ନିଜର ଭଲ ଖେଳ ପାଇଁ ସାରା ଦୁନିଆରେ ଲୋକପ୍ରିୟତା ଆଣି ପାରିଛି । ଦୁନିଆ ସାରା ଭାରତୀୟ ଖେଳାଳି ମାନଙ୍କର ପ୍ରଶଂସକ ଅଛନ୍ତି । କିନ୍ତୁ ଗୋଟେ ସମୟ ଏମିତି ଥିଲା ପାକିସ୍ତାନି ଟିମ ର ଲୋକପ୍ରିୟତା ଭାରତୀୟ ଟିମ ଭଳି ହିଁ ଥିଲା । ପାକିସ୍ତାନୀ କ୍ରିକେଟ ଟିମ ଗୋଟେ ସମୟର ଦୁନିଆର ବେଷ୍ଟ ଟିମ ମଧ୍ୟରୁ ଗୋଟେ ଥିଲା । ପାକିସ୍ତାନୀ ଟିମରେ ଧୂଆଁଧାର ବ୍ୟାଟସ୍ ମ୍ୟାନ ସହ ଖତରନାକ ବୋଲର ମାନେ ମଧ୍ୟ ଥିଲେ । ଆଜି ଆମେ ସେହି ପାକିସ୍ତାନୀ ତିମର ଏକ ସବୁଠୁ ଜବରଦସ୍ତ ବୋଲର ଙ୍କ ସୁନ୍ଦରୀ ସ୍ତ୍ରୀ ବିଷୟରେ କହିବାକୁ ଯାଉଛୁ । ଯାହାର ସୁନ୍ଦରତା ଦେଖି ଆପଣ ମଧ୍ୟ ତାଙ୍କର ଦିବନା ହୋଇଯିବେ ।

ରାୱଲପିଂଡୀ ଏକ୍ସପ୍ରେସ ନାମରେ ପ୍ରସିଦ୍ଧ ପାକିସ୍ତାନୀ କ୍ରିକେଟ ଟିମ ର ପୂର୍ବ ଫାଷ୍ଟ ବୋଲର ଶୋଏବ ଅଖ୍ତର ଙ୍କ ସମାୟରେ କ୍ରିକେଟର ତାଙ୍କ ବଲ୍ ଖେଳିବାକୁ ଡରୁଥିଲେ । ସେ ଯେମିତି ୱିକେଟ ନିଅନ୍ତି ବ୍ୟାଟସ୍ ମ୍ୟାନ ବିରକ୍ତ ହୋଇଯାନ୍ତି । କିନ୍ତୁ ସମୟ ସହ ସେ ରିଟାୟର ହୋଇଗଲେଣି । କିନ୍ତୁ ତାଙ୍କ ବୋଳିଙ୍ଗର ଏବେ ବି ପ୍ରଶଂସା ହେଉଛି । ହେଲେ ଆଜି ଆମେ ତାଙ୍କ ସ୍ତ୍ରୀ ରୁବାବ ଖାନ ଙ୍କ ବିଷୟରେ କଥା ହେବାକୁ ଯାଉଛେ ।

 

୨୦୧୪ ମସିହାରେ ଶୋଏବ କେବଳ ୧୯ ବର୍ଷର ଝିଅ ରୁବାବ ଖାନ ଙ୍କ ସହ ବିବାହ କରିଥିଲେ । ଯିଏ କି ତାଙ୍କ ଠାରୁ ୨୦ ବର୍ଷ ସାନ ଥିଲେ । ଯେତେବେଳେ ସେ ରୁବାବ ଖାନଙ୍କ ସହ ବିବାହ କରିବାକୁ ଯାଉଥିଲେ ସେତେବେଳେ ମିଡିୟା ରେ ଏହି ଖବର ଆଗରୁ ପହଞ୍ଚି ଯାଇଥିଲା । ଶୋଏବ ୪୦ ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କ ବିବାହରେ କେବଳ ଘର ଲୋକ ମାନେ ହିଁ ଯୋଗ ଦେଇଥିଲେ । ମିଡିୟା କୁ ପ୍ରେବେଶ କରାଇ ଦିଆ ଯାଇ ନଥିଲା ।

ତାଙ୍କ ସ୍ତ୍ରୀ ରୁବାବ ଖାନଙ୍କର ଜନ୍ମ ୨୩ ଜୁନ ୧୯୯୫ ରେ ହରିପୂର ରେ ହୋଇଥିଲା । ରୁବାବ ଖାନ ତାଙ୍କ ସ୍କୁଲ ପଢା ଏବଟାବାଦ ରେ କରିଥିଲେ । ରୁବାବ ୭ ନଭେମ୍ବର ୨୦୧୬ ରେ ଏକ ସନ୍ତାନ କୁ ଜନ୍ମ ଦେଇ ଛନ୍ତି । ତାଙ୍କ ସୁନ୍ଦରତାର କଥା କହିବାକୁ ଗଲେ ସେ ଦେଖିବାକୁ ବହୁତ ସୁନ୍ଦର । ଏବେ ଶୋଏବ କ୍ରିକେଟ ରୁ ସନ୍ୟାସ ନେଇ କମେଂଟ୍ରୀ କରିବାର ଦେଖା ଯାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button