ମନୋରଞ୍ଜନ

ନୂଆ ବର୍ଷରେ ଘରକୁ ନେଇ ଆସନ୍ତୁ ଏହି ଜିନିଷ ଆଉ ଦେଖନ୍ତୁ କେମିତି ଜୀବନରେ ହେଉଛି ଚମତ୍କାର ଉପରେ ଚମତ୍କାର

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ନୂତନ ଏବଂ ଭଲ କରିବା ପାଇଁ ଘରେ ଶୁଭ ଜିନିଷ ଆଣିବା ଆବଶ୍ୟକ। ନୂତନ ବର୍ଷରେ ପରିବାରକୁ ସୁଖ ଆଣିବା ପାଇଁ ବାସ୍ତୁ ଅନୁଯାୟୀ ଶୁଭ ଜିନିଷ ଘରକୁ ଆଣିଲେ ଘର ଓ ଜୀବନରେ ସମୃଦ୍ଧି ଆସିଥାଏ।
Special Report
ଘରେ ନକାରତ୍ମକ ଶକ୍ତି ବା ଖରପ ପରିବେଶ ରହିଲେ ବିଭିନ୍ନ ସମସ୍ୟା ଉପୁଜିଥାଏ। ଏହାକୁ ବାସ୍ତୁ ଦୋଷ ବୋଲି ମଧ୍ୟ କୁହାଯାଏ। ତେବେ ବାସ୍ତୁ ଅନୁଯାୟୀ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ। ଯାହା ଘରେ ଆଣିଦେବ ସୁଖ ଓ ସମୃଦ୍ଧି।
ତମ୍ବା:- ଯଦି ଆପଣ ତମ୍ବା ଲୋଟା ରେ ସୂର୍ଯ୍ୟଦେବ ଙ୍କୁ ଜାନୁଆରୀ ୧ ତାରିଖରେ ଦିନ ଜଳ ଅର୍ପଣ କରିଥାନ୍ତି ତେବେ ଆପଣଙ୍କୁ ଆରୋଗ୍ୟ ଆଉ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ।
ଗୁଡ଼:- ଗୁଡକୁ ଧର୍ମର ପ୍ରତୀକ ମାନା ଯାଇଥାଏ। ଗୁଡ ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ। ଆପଣକୁ ଜାନୁଆରୀ ୧ ତାରିଖ ଦିନ ଗୁଡ଼ ଆଣି ପିମ୍ପୁଡ଼ି ଆଉ ଜନ୍ଦାକୁ ଖାଇବାକୁ ଦିଅନ୍ତୁ। ଯଦି ଆପଣ ପିମ୍ପୁଡ଼ି ବା ଜନ୍ଦାକୁ ଖାଇବାରେ ସାହାଯ୍ୟ କରିଥାନ୍ତି ତେବେ ଭଗବାନ୍ ମଧ୍ୟ ଆପଣଙ୍କର ମଙ୍ଗଳ କରିଥାନ୍ତି।
Special Report
ଗହମ:- ଗହମ ଦ୍ଵାରା ସୁଖ ପ୍ରାପ୍ତ ହୋଇଥାଏ। ନୂଆବର୍ଷ ଦିନ ଗହମକୁ ଆଣି ଅଟା ପେଶିବେ। ଆଉ ସେହି ଅଟା ରେ ରୁଟି ବନେଇ ପ୍ରଥମେ ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ସୂର୍ଯ୍ୟନାରାୟଣ ପ୍ରସନ୍ନ ହେବେ।
ମସୁର ଡାଲି:- ମସୁର ଡାଲିକୁ ମଧ୍ୟ ଆପଣମାନେ ଦାନ କରିପାରିବେ। ସଫଳ ପ୍ରାପ୍ତି କରିବା ପାଇଁ ନୂଆବର୍ଷ ଦିନ ଏହି ମସୁର ଡାଲିକୁ ଦାନ କରିପାରିବେ।
ଘିଅ:- ନୂଆବର୍ଷ ଦିନ ଘରକୁ ଘିଅ କିଣିକି ଆଣିଲେ ସବୁ ପ୍ରକାର ଭୌତିକ ଶକ୍ତି ପ୍ରାପ୍ତି ହୋଇଥାଏ। ଏବଂ ଏହି ଘିଆକୁ ଗୋବର ରେ ତିଆରି ହୋଇଥିବା ଘସିକୁ ଜଳାଇ ତାହା ଉପରେ କିଛି ଘିଅ ଢାଳନ୍ତୁ। ଏହାକରିବା ଦ୍ଵାରା ଆପଣଙ୍କୁ ବହୁତ୍ ଭଲ ଫଳ ମିଳିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button