ଜ୍ୟୋତିଷ

ଏହି ଦିନ “ଶାରୀରିକ ସମ୍ବନ୍ଧ” ରଖିଲେ ଘରେ ହୁଏ “କିନ୍ନର ର ଜନ୍ମ”, ଆପଣ କରନ୍ତୁ ନାହିଁ ଏହି ଭୁଲ ନ ହେଲେ …

କରନ୍ତୁ ନାହିଁ ଏହି ଭୁଲ, ଏହି ଦିନ “ଶାରୀରିକ ସମ୍ବନ୍ଧ” ରଖିଲେ ହୁଏ କିନ୍ନର ର ଜନ୍ମ

କିନ୍ନର ସମୁଦାୟ ଆମ ସମାଜ ର ଏକ ରହସ୍ୟ ଯାହା ଉପରୁ ପରଦା ଉଠାଇବା ବାକି ଅଛି। କିନ୍ନର ମାନଙ୍କର କିଛି ଏମିତି ରହସ୍ୟ ଅଛି ଯାହା ବିଷୟରେ ଆଜି ବି ସମସ୍ତେ ଅଜଣା। ଏମିତି ରେ ସେମାନଙ୍କ ରହସ୍ୟ କୁ ସମସ୍ତେ ଜାଣିବାକୁ ଚାହାନ୍ତି। ଆପଣଙ୍କୁ କହିଦେଉଛୁ କି କିନ୍ନର ଙ୍କ ଦୁନିଆ ଯେତିକି ବାହାରକୁ ଅଲଗା ଦେଖା ଯାଏ ସେତିକି ରହସ୍ୟମୟ ମଧ୍ୟ ଅଟେ। ଏମିତି କି ସେମାନଙ୍କ ଚାଲି ଚଳନ ନୀତି ନିୟମ ଓ ସଂସ୍କାର ଅନ୍ୟ ମାନଙ୍କ ଠାରୁ ଅଲଗା ଅଟେ। ଏହି ସମୁଦାୟ କୁ ଆମେ ମାନେ ଥାର୍ଡ ଜେଣ୍ଡର , ଟ୍ରାନ୍ସ ଜେଣ୍ଡର, ଓ କିନ୍ନର ଭଳି ନାମରେ ଜାଣିଛୁ। ଆଜି ଆମେ ଆପଣଙ୍କୁ କିନ୍ନର ସହ ଯଦି ଏକ ଏଭଳି ରାଜ କହିବାକୁ ଯାଉଛୁ ଯାହା ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କେଉଁ ଦିନ ଶାରୀରିକ ସମ୍ପର୍କ ରଖିଲେ କିନ୍ନର ର ଜନ୍ମ ହୋଇଥାଏ।

କିନ୍ନର ଙ୍କର ରହସ୍ୟମୟୀ ଦୁନିଆ

କିନ୍ନର ମାନଙ୍କ ବିଷୟରେ ସାଧାରଣ ଲୋକଙ୍କୁ ବହୁତ କମ ଜଣା। କିଛି ଲୋକ ଜନ୍ମରୁ କିନ୍ନର ହୋଇଥାନ୍ତି, ଆଉ କେହି ନିଜ ଇଚ୍ଛା ରେ ପରିସ୍ଥିତିରେ ପଡି କିନ୍ନର ହେବା ପାଇଁ ବାଧ୍ୟ ହୋଇଥାନ୍ତି। କିନ୍ନର ଅରାବନ ଙ୍କୁ ନିଜର ଆରାଧ୍ୟ ଦେବତା ମାନନ୍ତି। ସେମାନେ ବର୍ଷକୁ ଥରେ ନିଜର ଆରାଧ୍ୟ ଦେବତା ଙ୍କ ସହ ବିବାହ କରିଥାନ୍ତି। ଏହି ବିବାହ କେବଳ ଗୋଟେ ଦିନ ପାଇଁ ହୋଇଥାଏ। ଏମିତି ମାନ୍ୟତା ଅଛି ଯେ ତ ପରଦିନ ତାଙ୍କ ଆରାଧ୍ୟ ଦେବତାଙ୍କର ମୃତ୍ୟୁ ହୋଇଯାଏ, ଯେଉଁଥି ପାଇଁ ସେମାଙ୍କ ବୈବାହିକ ଜୀବନ ସେହି ଦିନ ହିଁ ସମାପ୍ତ ହୋଇଯାଏ।

କେଉଁ ଦିନ ଶାରୀରିକ ସମ୍ବନ୍ଧ ରଖିଲେ କିନ୍ନର ର ଜନ୍ମ ହୁଏ

ଗର୍ଭ ପୁରାଣରେ ସନ୍ତାନ ସହ ଜଡିତ କିଛି ଜରୁରୀ କଥା କୁହାଯାଇଛି। ଆପଣଙ୍କର ଏହି ସବୁ କଥା ଜାଣିବା ବହୁତ ଆବଶ୍ୟକ। ଏହି କଥା ଆପଣ ଜାଣିଗଲେ ସନ୍ତାନ ସୁଖରୁ ବଞ୍ଚିତ ରହିବାକୁ ପଡିଆବ ନାହିଁ। ଗର୍ଭ ପୁରାଣରେ ଏହା କୁହା ଯାଇଛି ଯେ ସ୍ଵାମୀ ସ୍ତ୍ରୀ କେଉଁ ସମୟରେ ସମ୍ବନ୍ଧ ରଖିଲେ କିନ୍ନର ଜନ୍ମ ହେବାର ଆଶଙ୍କା ବଢି ଥାଏ।

ଗର୍ଭ ପୁରାଣ ଅନୁସାରେ, ଯଦି ସ୍ଵାମୀ ସ୍ତ୍ରୀ ମଙ୍ଗଳବାର ଦିନ ସମ୍ବନ୍ଧ ରଖିଲେ ଓ ସେଥିରେ ଯଦି ସ୍ତ୍ରୀ ଗର୍ଭ ଧାରଣ କରେ ତେବେ କିନ୍ନର ଜନ୍ମ ହେବାର ଆଶଙ୍କା ବଢିଥାଏ। ଏହି ଦିନ ହେବା ଗର୍ଭଧାରଣ ବହୁତ ରାଗି ଓ ଘମଣ୍ଡି ସ୍ଵଭାବର ହୋଇଥାଏ। ମଙ୍ଗଳବାର ଦିନ ମଙ୍ଗଲ ଗ୍ରହ ବହୁତ ଅଧିକା ପ୍ରଭାବୀ ରହିଥାନ୍ତି। ଏହି ଭଳି କେତେ ଜନ୍ମ ଦିନ ବିଷୟରେ ଲେଖା ହୋଇଛି ଯେଉଁତିରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ଵାରା ସନ୍ତାନ ଉପରେ କେଏନ ସବୁ ପ୍ରଭାବ ପଡିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button