ଜ୍ୟୋତିଷ

ସକାଳୁ-ସକାଳୁ ପଢ଼ନ୍ତୁ ଏହି ୧୦ ମନ୍ତ୍ର, ଆପଣଙ୍କୁ ଧନୀ ହେବାରେ କେହିବି ଅଟକାଇ ପାରିବେନି

ଯଦି ଆପଣ ଜୀବନରେ ତତକ୍ଷଣାତ୍ ଧନ ପାଇବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଉପାୟ କହିବାକୁ ଯାଉଛୁ। ଯଦି ଆପଣ ଏହି ଉପାୟକୁ ସବୁ ଦିନ ସକାଳୁ ସକାଳୁ କରୁଛନ୍ତି ତେବେ ଆପଣଙ୍କୁ ଧନୀ ହେବାରେ କେହିବି ଅଟକାଇପାରିବେନି।

ସବୁ ମଣିଷଙ୍କୁ ମୂଳଭୂତ ଆବଶ୍ୟକତା ହେବା ସହିତ ଭୌତିକ ଅଭିଳାଷାର ମଧ୍ୟ ଆବଶ୍ୟକ ହୋଇଥାଏ। କୁହାଯାଏ ଯେ ଧନ ଦ୍ବାରା ହିଁ ସଂସାରର କୌଣସି ବି ଭୌତିକ ଇଚ୍ଛାକୁ ପ୍ରାପ୍ତ କରାଯାଇପାରିବ। ଏହି କାରଣରୁ ସବୁ ମଣିଷ ଧନ ପ୍ରାପ୍ତିର କାମନା କରିଥାନ୍ତି।

କିନ୍ତୁ ଅନେକ ଥର ବହୁତ ପ୍ରକାରର ପ୍ରୟାସ ପରେ ବି ଧନ ପ୍ରାପ୍ତି ହୋଇପାରି ନଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ୧୦ ଗୋଟି ମନ୍ତ୍ର କହିବାକୁ ଯାଉଛୁ। ଏହି ମନ୍ତ୍ରକୁ ଆପଣଙ୍କୁ ସବୁଦିନ ସକାଳୁ ଜପ କରିବାକୁ ହେବ। ଯଦି ଆପଣ ଏହି ମନ୍ତ୍ରକୁ ନିୟମିତ ଜପ କରନ୍ତି ତେବେ ଧନ ପ୍ରାପ୍ତି ହେବାରେ ଲାଗିଥାଏ।

ତେବେ ଆସନ୍ତୁ ଜାଣିବା ଧନୀ ହେବାର ସେହି ୧୦ଟି ମନ୍ତ୍ର

୧- ଓଁ ଧନାୟ ନମଃ

୧-ଧନାୟ ନମୋ ନମଃ

୩-ଲକ୍ଷ୍ମୀ ନମଃ

୪-ଲକ୍ଷ୍ମୀ ନମୋ ନମଃ

୫-ଲକ୍ଷ୍ମୀ ନାରାୟଣ ନମଃ

୬-ନାରାୟଣ ନମୋ ନମ

୭-ନାରାୟଣ ନମଃ

୮-ପ୍ରାପ୍ତାୟ ନମଃ

୯-ପ୍ରାପ୍ତାୟ ନମୋ ନମଃ

୧୦-ଲକ୍ଷ୍ମୀ ନାରାୟଣ ନମୋ ନମଃ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button