ଦେଶ- ବିଦେଶ

ହେଙ୍ଗୁର ଏହି ଉପାୟ,ଭୂତ ପ୍ରେତ ନଜରରୁ ରକ୍ଷା କରିବା ସହିତ କେବେବି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେବାକୁ ଦେଇନଥାଏ ଝଗଡା

ଅଧିକାଂଶ ଲୋକ ନିଜ କାମରେ ବ୍ୟସ୍ତ ରହି ଅସନ୍ତୁଷ୍ଟ ରହିଥାନ୍ତି। କାହାକୁ ଟଙ୍କା-ପଇସାର ସମସ୍ୟା ତ ଆଉ କାହାକୁ ସ୍ବାମୀ-ସ୍ତ୍ରୀଙ୍କ କଳହ ପାଇଁ ଚିନ୍ତା ହେଉଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ହେଙ୍ଗୁର ଉପାୟ ବହୁତ କାରିଗରୀ ପ୍ରମାଣିତ ହୋଇପାରେ। ଜ୍ୟେତିଷ ଶାସ୍ତ୍ରରେ ଏହାର ଖାସ୍ ଟିପ୍ସ ବିଷୟରେ କୁହାଯାଇଛି।

-ନଜର ଦୋଷରୁ ରକ୍ଷା ପାଇବା ପାଇଁ ରସୁଣର ଅର୍କକୁ ଚିମୁଟାଏ ହେଙ୍ଗୁ ସହିତ କର୍ପୁର ମିଶାଇ ପେଶି ଦିଅନ୍ତୁ। ଏବେ ଏହାକୁ ପ୍ରତିଦିନ କାଜଲ ଭଳି ଲଗାନ୍ତୁ। ଏପରି କରିବା ଦ୍ବାରା ଖରାପ ନଜରରୁ ରକ୍ଷା ମିଳିଥାଏ।

Ajwain-Water-ଯେଉଁ ଲୋକ ଧନବାନ ହେବାକୁ ଚାହୁଁଛନ୍ତି ସେମାନେ ଚିମୁଟାଏ ହେଙ୍ଗୁ ନେଇ ନିଜ ଉପରେ ବୁଲାଇ ଉତ୍ତର ଦିଗରେ ଫେପୋଡି ଦିଅନ୍ତୁ। ଏହାଦ୍ବାରା କାର୍ଯ୍ୟରେ ଉପୁଜିଥିବା ବାଧା ଦୂର ହୋଇଯାଇଥାଏ।

-ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ପାଇବା ପାଇଁ ଘରୁ ବାହାରିବା ସମୟରେ ଗୋଟେ ଚୁଟକି ହେଙ୍ଗୁ ନିଜର ଡାହାଣ ହାତରେ ରଖିଦିଅନ୍ତୁ ଏବଂ ଶ୍ରୀ ଶ୍ରୀ ୧୧ ଥର ଉଚ୍ଚାରଣ କରନ୍ତୁ। ଏହାପରେ ହେଙ୍ଗୁକୁ ଖାଇଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କୁ ଉନ୍ନତି ମିଳିଥାଏ।

-ଯଦି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥାଏ, ତେବେ ସ୍ବାମୀଙ୍କ ମୁଣ୍ଡ ପାଖରେ କିଛି ହେଙ୍ଗୁ ଏବଂ ଗୋଟିଏ ମୟୁରପୁଚ୍ଛ ରଖିଦିଅନ୍ତୁ। ଏହାପରେ ସକାଳୁ ଏହାକୁ ଘରର ବାହାରକୁ ଫୋପାଡି ଦିଅନ୍ତୁ। ଏହି କାମ ଶନିବାର କିମ୍ବା ମଙ୍ଗଳବାର ଦିନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ସମସ୍ୟା ଦୂର ହୋଇଯିବ।

hingg-ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ପାଇବା ପାଇଁ ଘରୁ ବାହାରିବା ସମୟରେ ଗୋଟେ ଚୁଟକି ହେଙ୍ଗୁ ନିଜର ଡାହାଣ ହାତରେ ରଖିଦିଅନ୍ତୁ ଏବଂ ଶ୍ରୀ ଶ୍ରୀ ୧୧ ଥର ଉଚ୍ଚାରଣ କରନ୍ତୁ। ଏହାପରେ ହେଙ୍ଗୁକୁ ଖାଇଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କୁ ଉନ୍ନତି ମିଳିଥାଏ।

-ଇଣ୍ଟର୍ଭ୍ୟୁରେ ପ୍ରତ୍ୟେକଥର ଅସଫଳତା ମିଳିଥାଏ ତେବେ ସେହି ଦିନ ଘରୁ ବାହାରିବା ସମୟରେ ଏକ ଚୁଟକି ହେଙ୍ଗୁକୁ ନିଜ ମୁଣ୍ଡ ଉପରେ ତିନି, ପାଞ୍ଚ ଏବଂ ସାତ ଥର ବୁଲାଇ କୌଣସି ଚଉଁରା ମୂଳରେ ପକାଇ ଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ କାମ ହୋଇଯିବ।

-ଯେଉଁ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନେ ହେଙ୍ଗୁ ପାଣିରେ ସକାଳୁ କୁଳି କରିବା ଉଚିତ। ଏମିତି ପ୍ରତିଦିନ କରିବା ଦ୍ବାରା ଶୀଘ୍ର ରୋଗ ଦୂର ହୋଇଯାଇଥାଏ।

ging-ଋଣଭାରରୁ ମୁକ୍ତି ପାଇବା ପାଇଁ ପାଣିରେ ସାମାନ୍ୟ ହେଙ୍ଗୁ ମିଶାଇ ସ୍ନାନ କରନ୍ତୁ। ଏପରି ଲଗାତର ସାତଦିନ କରିବା ପର୍ଯ୍ୟନ୍ତ କରନ୍ତୁ।

-ଯଦି ଆପଣଙ୍କ ଉପରେ ଭୂତ-ପ୍ରେତର ନଜର ରହୁଛି ତେବେ ୫ ଗ୍ରାମ ହେଙ୍ଗୁ, ୫ଗ୍ରାମ କର୍ପୁର ଏବଂ ୫ଗ୍ରାମ କଳାମରୀଚକୁ ମିଶାଇ ଛୋଟ ଗୋଲି ପ୍ରସ୍ତୁତ କରିଦିଅନ୍ତୁ। ଏହାପେର ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ ଗୋଟିଏ ଗୋଟିଏ ଗୋଲିକୁ ଜଳାଇ ଦିଅନ୍ତୁ। ଏହାଦ୍ବାରା ନକାରାତ୍ମକତା ଦୁର ହୋଇଥାଏ।

hengu-ଲଗାତର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହୁଥିଲେ ହେଙ୍ଗୁକୁ କଳା କପଡାରେ ବାନ୍ଧି ଧାରଣ କରନ୍ତୁ। ଏହାକୁ ଶନିବାର ଦିନ ନିଜର ଡାହାଣ ହାତରେ ପିନ୍ଧି ଦିଅନ୍ତୁ।

-ଯଦି ଆପଣଙ୍କ କାମ ହେଉ ହେଉ ଅଟକି ଯାଉଥାଏ ତେବେ ଶୁଭ କାମ କରିବାକୁ ଯାଉଥିବା ସମୟରେ ନିଜ ପକେଟରେ ସାମାନ୍ୟ ହେଙ୍ଗୁ ରଖିଦିଅନ୍ତୁ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button