ସ୍ୱାସ୍ଥ୍ୟ

ମାତ୍ର ୫ ଦିନ ଖାଅନ୍ତୁ ଓସ୍ତ ଗଛର ପତ୍ର ,କେବେ ହେବ ନାହିଁ ହୃଦଘାତର ସମସ୍ୟା

ପ୍ରକୃତିରେ ଏପରି ଅନେକ ଜିନିଷ ରହିଛି ଯାହା ଆମ ଶରୀର ସୁସ୍ଥ କରିବାରେ ଖୁବ ସହାୟକ ହୋଇଥାଏ। ଏସେଇ ଆଜି ଆମେ ଆପଣଙ୍କୁ ଏମିତି ଏକ ଗଛ ବିଷୟରେ କହିବୁ , ଯାହାର ପତ୍ରକୁ ବ୍ୟବହାର କରି ହାର୍ଟ ଆଟାକ୍ ପରି ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ସେହି ଗଛ ହେଉଛି ଓସ୍ତ ଗଛ। ଏହି ଗଛର ପତ୍ରର ୫ ଦିନ ସେବନ ଆପଣଙ୍କୁ ହାର୍ଟଆଟାକରୁ ରକ୍ଷା କରିବ। ତେବେ ଆସନ୍ତୁ ଜାଣିବା ଏହାର ସେବନର ଉପାୟ।

pipal

ଓସ୍ତ ଗଛର ୧୦-୧୨ଟି ନରମ ପତ୍ରକୁ ନିଅନ୍ତୁ। ଏହାକୁ ଗୋଟେ ଗିଲାସ ପାଣିକୁ ସିଝାନ୍ତୁ। ଏବେ ଏହି ପାଣିକୁ କାଢି ଥଣ୍ତା ହେବାକୁ ଦିଅନ୍ତୁ। ଏବେ ସେହି ଓସ୍ତ ପତ୍ରକୁ ପାଣିରେ ମିଶାଇ ଦିନକୁ ୩ ରୁ ୪ ଘଣ୍ଟା ଅନ୍ତରରେ ପିଅନ୍ତୁ। ଏହିରୁପେ ୫ ଦିନ ପର‌୍ୟ୍ୟନ୍ତ ସକାଳୁ ସଂନ୍ଧ୍ୟା ଯାଏଁ କରନ୍ତୁ। ଦେଖିବେ ଏହାପରେ ଆପଣଙ୍କ ପାଖରେ ହାର୍ଟ ଆଟାକର ଅସୁବିଧା ରହିନଥିବା ବେଳେ ଅନେକ ଭୟଙ୍କର ରୋଗ ଆପଣଙ୍କ ପାଖ ମାଡିବନି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button