ମନୋରଞ୍ଜନ

M’ ଅକ୍ଷର ନାମ ଥିବା ବ୍ଯକ୍ତି ହୋଇଥାନ୍ତି ବିଶ୍ବସ୍ତ , ଜାଣନ୍ତୁ ଏମାନଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା

ଆପଣଙ୍କ ନାଁର ପ୍ରଥମ ଅକ୍ଷର ଆପଣଙ୍କ ପର୍ସନାଲିଟି ବିଷୟରେ କହିଥାଏ । ଆପଣ ଆପଣଙ୍କ ବର୍ତ୍ତମାନରେ କଣ କରୁଛନ୍ତି ଏବଂ ଭବିଷ୍ୟତରେ କଣ କରିବେ ଏହାର ସିଧା ସଂଯୋଗ ଆପଣଙ୍କ ନାଁର ପ୍ରଥମ ଅକ୍ଷର ସହିତ ଜଡିତ । ଆମେ ଆପଣଙ୍କୁ କହିବାକୁ ଯାଉଛୁ ‘M’ ଅକ୍ଷର ନାମ ଥିବା ଲୋକମାନଙ୍କ ବିଷୟରେ ।

m‘M’ ଅକ୍ଷର ଲୋକେ ୪ ଅଙ୍କର ବରାବର ହୋଇଥାନ୍ତି । ଏହି ଲୋକେ ବହୁତ ସାହାସୀ,ବୁଦ୍ଧିମାନ୍ ଏବଂ ବିଶ୍ବସ୍ତ ସ୍ବଭାବର ହୋଇଥାନ୍ତି । ଏହାସହିତ ପାରମ୍ପରିକ ଓ ଉଚ୍ଚ ବିଚାରର ହୋଇଥାନ୍ତି। ଏମାନଙ୍କୁ ନିଜର କାମ ପୁରା ବିଶ୍ବସ୍ତ ଭାବେ କରିବାକୁ ଭଲ ଲାଗିଥାଏ ।

m letterଏହି ‘M’ ଅକ୍ଷରର ଲୋକେ ନିଜ ଜୀବନରେ ଯାହା ବି କାମ କରିଥାନ୍ତି ଫୋକସ୍ ରଖି କରିଥାନ୍ତି । ସେମାନଙ୍କୁ ଆଗକୁ କି ପଦକ୍ଷେପ ନେବାକୁ ହେବ ସେହି ବିଷୟରେ ସେମାନେ ଆଗରୁ ପ୍ଳାନ୍ କରିଦେଇଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ସର୍ବଦା କ୍ବାଲିଟି କାମ କରିବାକୁ ପସନ୍ଦ ଆସିଥାଏ ।

m letters‘M’ ଅକ୍ଷର ଲୋକେ ବହୁତ ଅନୁଶାସିତ ହୋଇଥାନ୍ତି । ଏହା ସହିତ ସେମାନଙ୍କ ସହିତ ଯଦି କିଛି ଭୂଲ୍ ହେଉଛି କିମ୍ବା ତାଙ୍କ ପାଖାପାଖିରେ କିଛି ଭୂଲ୍ ହେଉଛି ସେମାନେ ତାକୁ ସହିପାରିନଥାନ୍ତି । ଏହି ବ୍ଯକ୍ତି କାହା ସହିତ ଶିଘ୍ର ପ୍ରେମରେ ପଡିନଥାନ୍ତି, ଏବଂ କାହା ସହିତ ଖୋଲାଖୋଲି ଭାବେ କଥା ହେବାକୁ ସମୟ ନେଇଥାନ୍ତି । କିନ୍ତୁ ଯଦି କାହା ସହିତ ପ୍ରେମରେ ପଡନ୍ତି ତେବେ ବହୁତ ବିଶ୍ବସ୍ତ ଭାବେ ସାଥିରେ ରହିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button