ରାଜ୍ୟ

Interesting GK Q&A- ଖାଇବା ପରେ କଣ ଖାଇଲେ ମୃତ୍ୟୁ ହୋଇଥାଏ ?

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଆଲୋଚନା କରିବା। ଯାହା ଦ୍ୱାରା ଆପଣ କିଛି ଅଜଣା ପ୍ରଶ୍ନ ବିଷୟରେ ଜାଣି ପାରିବେ ଏବଂ ଏହାର ଉତ୍ତର ମଧ୍ୟ ଜାଣି ପାରିବେ। ତେବେ ଏହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ବୃଦ୍ଧି ମଧ୍ୟ ହେବ ତେବେ ଆସନ୍ତୁ ଜାଣିନେବା ସେହି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ।

୧-କଳା ସୁନା କାହାକୁ କୁହାଯାଏ?
ଉତ୍ତର- କୋଇଲା।

୨- ଆଧାର କାର୍ଡ କେବେ ଲଞ୍ଚ ହୋଇଥିଲା?
ଉତ୍ତର- ୨୦୦୯ ମସିହା।

୩- ଭାରତର କେଉଁ ରାଜ୍ୟରେ ମହିଳା ସାକ୍ଷରତା ସର୍ବନିମ୍ନ?
ଉତ୍ତର- ରାଜସ୍ଥାନ।

୪- ଭାରତର କେଉଁ ରାଜ୍ୟ ରେ ପୁରୁଷ ସାକ୍ଷରତା ସର୍ବନିମ୍ନ?
ଉତ୍ତର- ଆନ୍ଧ୍ରପ୍ରଦେଶ।

୫- ଉଡାଯାହାଜ ର ଉଦ୍ଭାବନ କେଉଁ ଦେଶ କରିଥିଲା।
ଉତ୍ତର- ଆମେରିକା।

୬- ସାଧାରଣ ମନୁଷ୍ୟ ର ହୃଦସ୍ପନ୍ଦନ ମିନିଟ ପ୍ରତି କେତେ।
ଉତ୍ତର- ୭୨ ଥର।

୭- ହାତୀ ଗୋଟିଏ ଥରରେ କେତେ ପାଣି ପିଇଥାଏ?
ଉତ୍ତର- ୧୪ ଲିଟର।

୮- ଭାରତର ରାଜଧାନୀ ନାମ କଣ?
ଉତ୍ତର- ନୂଆଦିଲ୍ଲୀ।

୯- ଭୋଜନ କରି ସାରିବା ପରେ କଣ ଖାଇଲେ ମୃତ୍ୟୁ ହେବାର ସମ୍ଭାବନା ଥାଏ?
ଉତ୍ତର- ଚା।

୧୦- ଟମାଟୋ ରେ କେଉଁ ଭିଟାମିନ ଥାଏ?
ଉତ୍ତର- ଭିଟାମିନ ସି।

୧୧- ଜ୍ଵର ରେ ପୀଡିତ ଥିବା ଲୋକଙ୍କ କପାଳ ରେ ଆମେ ଓଦା କପଡା କଣ ପାଇଁ ଦେଉ?
ଉତ୍ତର- ଶରୀରର ତାପମାତ୍ରା କୁ କମେଇବା ପାଇଁ।

୧୨- ଟ୍ରାଫିକ ସଙ୍କେତ ରେ ଲାଲ ଆଲୋକ କାହିଁକି ବ୍ୟବହାର କରାଯାଏ।
ଉତ୍ତର- ଏହାର ତରଙ୍ଗ ବହୁତ ବାଟ ପର୍ଯ୍ୟନ୍ତ ଗତି କରିପାରେ ଏବଂ ବହୁ ଦୁରତାରୁ ସହଜ ରେ ଦେଖି ହୁଏ।

୧୩- ମେଘୁଆ ରାତି ବହୁତ ଗରମ ଲାଗେ କାହିଁକି?
ଉତ୍ତର- ବାଦଲ ତାପୀୟ ବିକିରଣ କୁ ପ୍ରତିରୋଧ କରିବା ଯୋଗୁଁ।

୧୪- ଶ୍ରୀଲଙ୍କା ର ପୁରାତନ ନାମ କଣ ଥିଲା।
ଉତ୍ତର- ଲଂକାପୁରୀ।

୧୫- ଦିଲ୍ଲୀ ର ପୁରାତନ ନାମ କଣ ଥିଲା।
ଉତ୍ତର- ଇନ୍ଦ୍ରପ୍ରସ୍ଥ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button