ଅପରାଧ

ଯେତେବେଳେ ସିସିଟିଭି ରେ କଏଦ ହେଇଗଲା ଝିଅଟିର ଏମିତି କାରନାମା, ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି। ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି।

ତେବେ ଆପଣ ମାନେ ଜାଣିଥିବେ କି ପୋ-ଲି-ସ ମାନେ ଚୋ-ର କୁ ଧରିବା ପାଇଁ ଅନେକ ପ୍ରକାରର ପଦକ୍ଷେପ ଏବଂ ଯୋଜନା କରିଥାନ୍ତି ସେହି ପରି ଚୋ-ର ମଧ୍ୟ ପୋ-ଲି-ସ କୁ ଚ-କ-ମା ଦେବା ପାଇଁ ଅନେକ ଯୋଜନା କରିଥାଏ। ତେବେ ସେହି ଭଳି କିଛି ଭିଡିଓ ଯେଉଁଥିରେ ବୋକା ଚୋର ମାନଙ୍କ ଚୋ-ରି କରିବାର ଢଂଗ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଏବଂ ହସାଇ ଦେଇଛି। ତେବେ ଏହି ସବୁ ଚୋ-ରି ର ଭିଡିଓ ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲା। ତେବେ ଆସନ୍ତୁ ଜାଣିନେବା ସେହି ଭାଇରାଲ ଭିଡିଓ ବିଷୟରେ।

୧ ପ୍ରଥମ ଭାଇରାଲ ଭିଡିଓ ରେ ରାସ୍ତା ରେ ଜଣେ ଲୋକ ର ବାଇକ ଖରାପ ହୋଇଯାଇଥିଲା ଏବଂ ସେ ନିଜ ଗାଡି କୁ ଠିକ କରିବାର ଚେଷ୍ଟା କରୁଥିଲା ଠିକ ସେତିକି ବେଳେ ଆଉ ଜଣେ ଲୋକ ଆସି ସେହି ଲୋକର ପକେଟ ରୁ ତା ପ-ର୍ସ ନେ-ଇ-ଗଲା ଏବଂ ଫେ-ରା-ର ହେବା ପୂର୍ବରୁ ତା ନଜର ସିସିଟିଭି ଉପରକୁ ପଳାଇଲା ଏବଂ ସେ ସେହି ପର୍ସ କୁ ସେଠାରେ ପକାଇ ଏବଂ ସିସିଟିଭି କୁ ଦୁଇ ହାତ ଯୋଡି କ୍ଷମା ମାଗି ସେଠାରୁ ପଳାଇଲା । ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଥିଲା।

୨- ଦ୍ଵିତୀୟ ଭାଇରାଲ ଭିଡିଓ ରେ ଜଣେ ଦୋକାନ ରେ ଏକ ଚୋ-ର ବାର ବାର ଚୋ-ରି କରିବା ପାଇଁ ଆସୁଥିଲା କିନ୍ତୁ ଦିନେ ଦୋକାନୀ ଏକ ଏଭଳି ଯୋଜନା ପ୍ରସ୍ତୁତ କରିଥିଲା ଯେଉଁ ଥିରେ ସେହି ଚୋ-ର ଫ-ସି ଯାଇଥିଲା। ସେ ଚୋ-ର ଟି ଯେତେବେଳେ ଚୋ-ରି କରିବା ପାଇଁ ଦୋକାନ ଭିତରକୁ ପଶିଲା ଏବଂ ଭିତରକୁ ପ-ଶି-ବା ପରେ ଫେରିବାର ଆଉ କୌଣସି ବାଟ ନଥିଲା ଏବଂ ଚୋ-ର ଧରା ପଡିଲା।

୩- ତୃତୀୟ ଭାଇରାଲ ଭିଡିଓ ରେ ଇଂଲଣ୍ଡ ର ଏକ ସୁନା ଦୋକାନ ରେ ଛଅ ଜଣ ଚୋର ହାର୍ମର ରେ ଦୋକାନ କୁ ଭା-ଙ୍ଗି ଭିତରକୁ ପଶିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ଠିକ ସେତିକି ବେଳେ ଜଣେ ବୃଦ୍ଧ ମହିଳା ନିଜ ହ୍ୟାଣ୍ଡ ପର୍ସ ରେ ସେମାନଙ୍କ ଉପରେ ଆ-କ୍ର-ମ-ଣ କଲେ ଏବଂ ସେଥି ମଧ୍ୟରୁ ଦୁଇ ଜଣ ଧ-ରା ପଡିଗଲେ।

୪- ଚତୁର୍ଥ ଭାଇରାଲ ଭିଡିଓ ରେ ଦୁଇ ଜଣ ଝିଅ ଜଣଙ୍କ ଘରୁ ନିଜ ସାଇଜ ର ଚ-ପ-ଲ ଚୋ-ରି କରିବା ପାଇଁ ଯାଇଥିଲେ ଏବଂ ତାହା ବି ଖାଲି ପାଦରେ ତେବେ କିଛି ସମୟ ପରେ ସେଥି ମଧ୍ୟରୁ ଜଣଙ୍କ ନଜର ସିସିଟିଭି ଉପରେ ପଡିଗଲା ଏବଂ ସେଠାରୁ ସେ ନିଜ ମୁହଁ ଲୁଚାଇ ଚାଲିଗଲେ।

 

୫- ପଞ୍ଚମ ଭାଇରାଲ ଭିଡିଓ ରେ ଜଣେ ଚୋର ଏକ ସାଇକେଲ ଚୋରି କରିବା ଉଦ୍ଧେଶ୍ୟରେ ପ୍ରସ୍ତୁତ ହୋଇ ଆସିଥିଲା କିନ୍ତୁ ତାର ମୂର୍ଖାମୀ କେବଳ ଏତିକି ଥିଲା କି ସେ ସେହି ସାଇକେଲ ଚୋ-ରି କରିବା ପାଇଁ ପୋ-ଲି-ସ ଷ୍ଟେ-ସ-ନ କୁ ଯାଇଥିଲା ଏବଂ ସିସିଟିଭି ରେ ଏହାକି ଦେଖି ପୋ-ଲି-ସ ସେ ଚୋ-ର କୁ ଧରି ନେଇଥିଲା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button