ମନୋରଞ୍ଜନ

ଓଡିଶାର ଲୋକପ୍ରିୟ ଷ୍ଟାର, ଯେଉଁମାନେ 2 ଥର କରିଛନ୍ତି ବିବାହ, 1 ନମ୍ବର ଷ୍ଟାରଙ୍କ ବିଷୟରେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ପ୍ରାୟତଃ ସମୟ ରେ ଶୁଣିଥିବେ ଫିଲ୍ମ ଅଭିନେତା ବା ଅଭିନେତ୍ରୀ ଙ୍କ ଦ୍ଵିତୀୟ ବିବାହ ସମ୍ବନ୍ଧରେ। ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କିଛି କଳାକାର ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଦୁଇ ଥର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ସବ୍ୟସାଚୀ ମିଶ୍ର- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।ଏହି ଅଭିନେତା ପ୍ରଥମେ ୨୦୦୮ ମସିହାରେ ସୀମା ମିଶ୍ର ଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ସେ ନିଜ ପ୍ରେମିକା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ୨୦୨୧ ମସିହାରେ ଦ୍ଵିତୀୟ ବିବାହ କରିଥିଲେ।

୨. ସିଦ୍ଧାନ୍ତ ମହାପାତ୍ର- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର।ଏହି ଅଭିନେତା ପ୍ରଥମେ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ୨୦୦୩ ମସିହାରେ ବିବାହ କରିଥିଲେ। କିନ୍ତୁ ୨୦୦୪ ମସିହାରେ ଏହି ଯୋଡ଼ି ଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ୨୦୦୪ ମସିହାରେ ଏହି ଅଭିନେତା ମାମା ମିଶ୍ର ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

୩. ଚନ୍ଦନ କର- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତା ଚନ୍ଦନ କର। ଏହି ଅଭିନେତା ପ୍ରଥମେ ୨୦୦୭ ମସିହାରେ ଶ୍ରୀଦେବୀ ମିଶ୍ର ଙ୍କୁ ବିବାହ କରିଥିଲେ। ପରେ ଏମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ଚନ୍ଦନ ଗୀତା କର ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

୪. ରଚନା ବାନାର୍ଜୀ- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ତଥା ବେଙ୍ଗଲ ର ପ୍ରସିଦ୍ଧ ଅଭିନେତ୍ରୀ ରଚନା ବାନାର୍ଜୀ। ଏହି ଅଭିନେତ୍ରୀ ପ୍ରଥମେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୪ ମସିହାରେ ଏହି ଯୋଡ଼ି ଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ୨୦୦୭ ମସିହାରେ ଏହି ଅଭିନେତ୍ରୀ ପ୍ରୋବାଲ ବାସୁ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

୫. ଅନୁ ଚୌଧୁରୀ- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ। ଏହି ଅଭିନେତ୍ରୀ ପ୍ରଥମେ ୨୦୦୬ ମସିହାରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୮ ରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ସେ ୨୦୧୦ ମସିହାରେ ନିଜ ବଏଫ୍ରେଣ୍ଡ ବିଶାଳ ବର୍ମା ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

୬. ପ୍ରିୟା ଚୌଧୁରୀ- ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏହି ଅଭିନେତ୍ରୀ ପ୍ରଥମେ ୨୦୧୩ ମସିହାରେ ଦୁର୍ଗା ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ। ପରେ ଏମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ସେ କୁଶନ କୁମାର ଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button