ଅପରାଧ

ପିଲା ଶୋଇଲା ପରେ ଭାଇ ପାଖକୁ ଆସି ମୋ ସହ ଖରାପ କାମ ଆରମ୍ଭ କରିଦେଲା, ମୁଁ ମନ କରିବାରୁ…’ ଧରମ ଭାଇର ଅମାନବୀୟ କାଣ୍ଡ ଶୁଣି ମୁଣ୍ଡରେ ହାତ ଦେବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଚାକିରୀ ଦେବାକୁ କହି ମହିଳା ଙ୍କୁ କରାଯାଇଅଛି ଦୁଷ-କଅର୍ମ । ଭୁବନେଶ୍ଵରରୁ ନେଇ ବରମ୍ପୁରରେ ଦୀର୍ଘ ଦୁଇ ଦିନ ଧରି ଦୁଷ-କଅର୍ମ କରିବା ପରେ ଦୁଷ-କଅର୍ମକାରୀ ଙ୍କ କବଳରୁ ଖସି ଆସିଛନ୍ତି ମହିଳା ଏବଂ ସହିଦ ନଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି । କାରଣ ବିହେଶେସ ନଗରରେ ଗୋଟିଏ ଜାଗାରେ ଯେତେବେଳେ ମହିଳା ଜଣଙ୍କ ଚାକିରୀ କରୁଥିଲେ ସେଠାରୁ ହିଁ ଯୁବକ ଜଣଙ୍କ ତାଙ୍କୁ ବରମ୍ପୁର ନେଇଛନ୍ତି ଏବଂ ସେଠାରେ ଦୁଷ-କଅର୍ମ କରିଥିବା ଅଭିଯୋଗ ମହିଳା ଜଣଙ୍କ ଆଣିଛନ୍ତି ।

ତେବେ ଆସନ୍ତୁ ଜାଣିନେବା ମହିଳା ଙ୍କ ମୁହଁରୁ ସଂପୂର୍ଣ୍ଣ ବିବରଣୀ । ତେବେ ମହିଳା ଙ୍କ ନାମ ବିନି ବେହେରା ବୋଲି ସେ କହିଛନ୍ତି ଏବଂ ସେ ପ୍ରଧାନ ଇଣ୍ଡଷ୍ଟ୍ରୀରେ ରୋଷେଇ କରନ୍ତି ବୋଲି କହିଛନ୍ତି । ସେଠାରେ ୧୫ ଜଣ ପିଲା ଖାଉଥିଲେ । ମାତ୍ର କେଉଁଦିନ ମଧ୍ୟ ମହିଳା ଙ୍କ ସହିତ ମିସବିହେଭ କରି ନଥିଲେ । ମାତ୍ର ସେଠାରେ ଜଣେ ପିଲା ମହିଳା ଜଣଙ୍କୁ ଭଉଣୀ ଭଳି ଦେଖନ୍ତି ତଥା ତାଙ୍କ ଘରକୁ ଯାଇ ସେଠାରେ ଖିଆପିଆ ମଧ୍ୟ କରିଥିଲେ ।

ମାତ୍ର ସେଦିନ ଦଶହରା ଛୁଟି ଥିଲା ଏହାପରେ ମହିଳା ଜଣଙ୍କୁ ସେହି ବ୍ୟକ୍ତି ଜଣଙ୍କ କହିଲେ ଯେ ଚାଲ ଆମ ଗାଁ କୁ ଯିବା ଭାରି ତଥା ସେ ଗୋଟିଏ ବଡ ଚାକିରୀ ଦେବେ ଏବଂ ସମୁଦାୟ ୧୦ ରୁ ୧୨ ହଜାର ଟଙ୍କା ପାଇବେ ବୋଲି କହିଥିଲେ । ଏହା ପରେ ମହିଳା ଜଣଙ୍କ ନିଜ ପିଲାଙ୍କୁ ନେଇ ଧରମ ଭାଇ ସହିତ ଚାଲିଯାଇଥିଲେ । ଏହା ପରେ ସକାଳେ ତାଙ୍କ ସାଙ୍ଗ ଘରକୁ ନେଇ ଯାଇଥିଲେ ତଥା ସାଙ୍ଗ ମଧ୍ୟ ରୋଷେଇ କରି ଖାଇବାକୁ ଦେଇଥିଲେ ।

ଏହା ପରେ ମହିଳା ଜଣଙ୍କୁ ରୁମ କୁ ନେଇ ତାଙ୍କ ସହିତ ଖରାପ ସମ୍ପର୍କ ରଖିଲେ । ଏହାପରେ ମହିଳା ଜଣକ କାନ୍ଦି କାନ୍ଦି ରହିଲେ । ପରେ କହିଲେ ମତେ ଗୋଟିଏ କାମ ଖୋଜିଦିଅ । ମାତ୍ର ବ୍ୟକ୍ତି ଜଣଙ୍କ କହିଲେ ଯେ ମୁଁ କାମ କଣ ଖୋଜିଦେବି ମୁଁ ବିବାହ କରିବା ନିମନ୍ତେ ତୁମକୁ ନେଇ ଆସିଥିଲି ।

ଏହାପରେ ମହିଳା ଜଣ ହଠାତ ଆଉ ଦିନେ ଶୁଣିବାକୁ ପାଇଲେ ଯେ ବ୍ୟକ୍ତି ଜଣକ ମଦ ପି ତାଙ୍କ ସାଙ୍ଗ ଙ୍କୁ କହୁଛନ୍ତି ଯେ ମୁଁ ତା’ ପିଲା ଦୁହିଁ ଙ୍କୁ ମାରିଦେଇ ତାକୁ ବିବାହ କରିବି । ଏହାପରେ ମହିଳା ଜଣଙ୍କ କଳବଳ କୌଶଳେ ସେଠାରୁ ଖସି ଆସି ଥାନା ରେ ଅଭିଯୋଗ କରିଛନ୍ତି ଯେ ସେହି ବ୍ୟକ୍ତି ଙ୍କୁ କଠୋର ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ମିଳୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button