ମନୋରଞ୍ଜନ

ଏହି ମାଙ୍କଡ ମାନଙ୍କ କାରନାମା ଦେଖିଲେ ହସି ହସି ପେଟ ଦରଜ ହେଇଯିବ (Monkey funniest moment), ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ, ଏହି କଥା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ ମାଙ୍କଡ ମାନେ କେତେ ଅଧିକ କାରନାମା କରିଥାନ୍ତି । ସେମାନେ ନୀତିଦିନ ନିଜର ଓଲଟା ସିଧା ହରକତ ଦ୍ଵାରା କିଛି ନା କିଛି କାଣ୍ଡ କରିଥାନ୍ତି । ମାତ୍ର ଯାହା ହେଉ ମାଙ୍କଡ ମାନଙ୍କର ଏହିଭଳି ହରକତ ଦେଖିବାକୁ ବହୁତ ଅଧିକ ମଜାଦାର ଲାଗିଥାଏ । ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ମାଙ୍କଡ ମାନଙ୍କ ସହିତ ଜଡିତ କିଛି ଏଭଳି ଭିଡିଓ ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ପ୍ରଥମ ଭି-ଡି-ଓ ରେ ଏକ ମାଙ୍କଡ ଟି ଲଗାତାର ୩ ରୁ ୪ ଥର ବ୍ୟାକ ଫ୍ଲିପ ମାରୁ ଥିବାର ନଜର ଆସିଥାଏ, ଏବଂ ଏହା ସହିତ ଇଏ କୌଣସି ମଧ୍ୟ ଭୁଲ କରି ନଥାଏ । ପ୍ଳିଫ ମାରିବା ପରେ ଏହି ମାଙ୍କଡ ଟି ବହୁତ ସ୍ଵାଗରେ ଚାଲୁଥିବାର ନଜର ଆସିଥିଲା ।

୨;- ସେହିଭଳି ଆଉ ଏକ ଭି-ଡି-ଓ ରେ ମାଙ୍କଡ ଟି ଡେଇଁ ଡେଇଁ ଗଛରୁ ଛାଲ କାଢିବାରେ ବ୍ୟସ୍ତ ଅଛି । ଗଛର ଛାଲ କାଢିବା ସହିତ ସେ ଅନେକ ଥର ତଳେ ମଧ୍ୟ ପଡୁଥିବାର ନଜର ଆସିଛି । ମାତ୍ର ତଥାପି ମାଙ୍କଡ ଟି ଲଗାତାର ଏହି କାମ କୁ କରିବାର ନଜର ଆସିଛି । ଏହା ଦେଖି ଅନ୍ୟ ମାଙ୍କଡ ମାନେ ମଧ୍ୟ ଏହା କରିବାକୁ ଲାଗନ୍ତି କିନ୍ତୁ ତାଙ୍କ ଦ୍ଵାରା ଗଛର ଛାଲ ଆଦୌ ବାହାରି ପାରୁ ନଥାଏ

୩;- ଆଉ ଏକ ଭି-ଡି-ଓ ରେ ମାଙ୍କଡ ଟି ନିଜର ଜାଦୁ ଦେଖାଊଥିଲା । ମାଙ୍କଡ ଟି ସାଇକଲ ଚଳାଇ ଯାଉଥିଲା । ଠିକ ସେହି ସମୟରେ ସେ ପରଫେକ୍ଟଲି ସାଇକେଲ ଚଲାଉଥିବାର ନଜର ଆସିଥିଲା । ମାତ୍ର ଜଣା ନଥିଲା ଯେ ସାଇକେଲ ଚଳାଇବା ସମୟରେ ତାହାର ଧ୍ୟାନ କେଉଁଠାକୁ ଚାଲିଯାଇଥିଲା ? ଏବଂ ସେ ସିଧା ଯାଇ ଗୋଟିଏ ଖୁଣ୍ଟି ଦ୍ଵାରା ଟକ୍କର ମାରିଦିଏ ଏହାପରେ ମାଙ୍କଡ ଟି ତଳେ ପଡିଯାଇଥାଏ ।

୪;- ସେହିଭଳି ଆଉ ଏକ ଭି-ଡି-ଓ ରେ ଗୋଟିଏ କୁକୁର ବହୁତ ସମୟରୁ ଗୋଟିଏ ମାଙ୍କଡକୁ ହଇରାଣ କରୁଥିଲା । ମାତ୍ର ମାଙ୍କଡ ଟି ବାରମ୍ବାର ତାକୁ ଚେତାବନୀ ଦେଇ ତାକୁ ସେଠାରୁ ବିଦା କରିବାକୁ ଚେଷ୍ଟା କରୁଥିଲା ମାତ୍ର କୁକୁର ଟି ମାଙ୍କଡ ପଛରେ ଲାଗିବାରେ ବ୍ୟସ୍ତ ଥିଲା । ଏଭଳି ବାରମ୍ବାର ହେଉଥିବାର ଦେଖି ମାଙ୍କଡ କୁ ରାଗ ଲାଗିଲା ଏବଂ ସେ କୁକୁର କୁ ଗୋଇଠା ମାରିଦେଲା । ଏହା ପରେ କୁକୁର ଟି ସଂପୂର୍ଣ୍ଣ ବାଟକୁ ଆସିଗଲା ।

୫;- ଆଉ ଏକ ଭି-ଡି-ଓ ରେ ମାଙ୍କଡ ଟି ଓଲଟା ସିଧା ହରକତ କରୁଥିଲା ଏହାପରେ ନିଜ ଆଖି ଉପରେ ହାତ ଲଗାଇ ଲାଜ କରିବାର ଆକଟିଂ କରୁଥିଲା ମାତ୍ର ଏହି ମାଙ୍କଡ ଏହିଭଳି କରି କଣ ପ୍ରମାଣ କରିବାକୁ ଚେଷ୍ଟା କରୁଥିଲା ତାହା ଜଣା ନାହିଁ ମାତ୍ର ଯାହା ହେଉ ତାର ହରକତ ଦେଖିବାକୁ ବହୁତ ମଜାଦାର ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button