ସ୍ୱାସ୍ଥ୍ୟ

ଦାନ୍ତର ପୋକକୁ ମାରି ମଇଳା ଓ ହଳଦିଆ ଦାନ୍ତକୁ ମୋତି ପରି ଚମକଦାର କରିଦେବ କେବଳ ଏହି 1 ଉପାୟ- Baba Ramdev Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ, କିପରି ନିଜ ହଳଦିଆ ଦାନ୍ତ କୁ ଧଳା ଓ ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବା ର ଘରୋଇ ଉପାୟ । ବନ୍ଧୁଗଣ ଆଜି ଆମେ ଯେଉଁ ଉପାୟ ସମ୍ପର୍କରେ ଆପଣଙ୍କୁ କହିବା କୁ ଯାଉଛୁ ତାହା ଦ୍ୱାରା ଆପଣ କେବଳ ଗୋଟିଏ ସମସ୍ୟା ନୁହଁ ବରଂ ଅନେକ ସମସ୍ୟା ରୁ ମୁକ୍ତି ପାଇ ପାରିବେ। ଏହି ଉପାୟ ଦ୍ୱାରା ଆପଣଙ୍କ ହଳଦିଆ ଦାନ୍ତ ସଫା ଧଳା ହେବା ସହିତ ଦାନ୍ତ ରେ ପୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ଵ ଖରାପ ହୋଇଯାଇଥାଏ । ଏହା ସହିତ ଆପଣ ଖୋଲି କି ହସି ମଧ୍ୟ ପାରନ୍ତି ନାହିଁ। କିନ୍ତୁ ଆମେ ଯେଉଁ ଉପାୟ ଆପଣ ମାନଙ୍କୁ କହିବା କୁ ଯାଉଛୁ ତାହାଦ୍ୱାରା ଆପଣଙ୍କ ସବୁ ସମସ୍ୟା ର ସମାଧାନ ହେଇଯିବ। ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ ।

ଏମିତି ବହୁତ ଲୋକ ଅଛନ୍ତି ଯୋଉଁମାନଙ୍କ ଦାନ୍ତ ସଢ଼ିଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ। କିନ୍ତୁ ଆମେ କହିବା ଉପାୟ ଦ୍ଵାରା ଆପଣଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ। ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ ।

ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବାକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦନ୍ତା କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ଗୁଡିକୁ ନିଶ୍ଚିତ ଭାବରେ କରନ୍ତୁ । ଏହି ଉପାୟ ଗୁଡ଼ିକ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ।

ବନ୍ଧୁଗଣ ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଉପାୟ ଗୁଡିକ ବିଷୟରେ।

*ପ୍ରଥମେ ଆପଣ ଅଳ୍ପ ଟିକେ ହଲଦୀଗୁଣ୍ଡ ନିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ମାର୍କେଟ ରେ ହଳଦୀଗୁଣ୍ଡ ମିଳିଯିବ କିନ୍ତୁ ଏହି ଉପାୟ ନିମନ୍ତେ ଆପଣ ଯଦି ଘରେ ହଲଦୀଗୁଣ୍ଡ କରି ତାକୁ ବ୍ୟବହାର କରନ୍ତି ତେବେ ତାହା ପ୍ରାକୃତିକ ସହିତ ଅତ୍ୟନ୍ତ ଲାଭଦାୟକ ମଧ୍ୟ ହେବ ।

*ତାପରେ ଆପଣ ସେହି ହଲଦୀଗୁଣ୍ଡ ରେ ଶୁଦ୍ଧ ସୋରିଷ ତେଲ କୁ ମିଶାନ୍ତୁ।

*ଏହାପରେ ଆପଣଙ୍କୁ ଅଳ୍ପ ଟିକେ ଲୁଣ କୁ ସେଥିରେ ମିଶାଇବାର ଅଛି। ଏହି ସବୁ ଉପକରଣ ଦାନ୍ତରେ ଥିବା ପୋକକୁ ନଷ୍ଟ କରିଥାନ୍ତି ।

*ଏହାପରେ ଆପଣ ଏଥିରେ 2-3 ଟି ତୁଳସୀପତ୍ରକୁ ଛେଚି ସେଥିରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଆପଣଙ୍କ ଦାନ୍ତ ରେ ପ୍ରୟୋଗ କରନ୍ତୁ।

*ହଳଦୀଗୁଣ ପ୍ରାକୃତିକ ହେଇଥାଏ ଯାହାଦ୍ୱାରା ଆପଣଙ୍କ ଦାନ୍ତ ର ସବୁ ପୋକ ନଷ୍ଟ ହୋଇଯାନ୍ତି। ଲୁଣ ଆପଣଙ୍କ ଦାନ୍ତ ରେ ହେଉଥିବା ଯନ୍ତ୍ରଣାକୁ କମ କରିଥାଏ ଏବଂ ତୁଳସୀ ପତ୍ର ଦାନ୍ତରେ ଚମକ ଆଣିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button