ଦେଶ- ବିଦେଶ

Intersting Gk questions- ତାହା କଣ ଯାହାକୁ ଗୋଟିଏ ସ୍ତ୍ରୀ ସମସ୍ତଙ୍କ ସାମ୍ନା ରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ନୁହେଁ ?

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ କିଛିଲୋକ ଜୀବନରେ

ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

ପ୍ରଶ୍ନ ୧

କେଉଁ ସାଗରରେ ଗୋଟେ ହେଲେ ବି ମାଛ ନାହିଁ ?

ଉତ୍ତର- ମୃତ ସାଗରରେ

ପ୍ରଶ୍ନ ୨

ନେଲାଙ୍ଗ ଘାଟି ଭାରତର କେଉଁ ରାଜ୍ୟ ରେ ଅଛି ?

ଉତ୍ତର- ଉତ୍ତରାଖଣ୍ଡ

ପ୍ରଶ୍ନ ୩

ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?

ଉତ୍ତର- ମସ୍ତିସ୍କ

ପ୍ରଶ୍ନ ୪

ପୃଥିବୀ ସୂର୍ଯ୍ୟ ନିକଟକୁ କେବେ ଆସିଥାଏ ?

ଉତ୍ତର- ୩ ଜାନୁଆରୀ

ପ୍ରଶ୍ନ ୫

ବିଶ୍ଵର ସବୁଠୁ ସୁନ୍ଦର ସହର ନାମ କଣ ଅଟେ ?

ଉତ୍ତର- ପ୍ୟାରିସ

ପ୍ରଶ୍ନ ୬

କେଉଁ ଦେଶରେ ସିଗାରେଟ୍ ପେଇଲେ ଫାଶୀ ଦଣ୍ଡ ମିଳିଥାଏ?

ଉତ୍ତର:-କାନାଡା ରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳେ ।

ପ୍ରଶ୍ନ ୭

ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି?

ଉତ୍ତର:-ପାକିସ୍ଥାନ

ପ୍ରଶ୍ନ ୮

କେଉଁ ପଶୁ ର କ୍ଷୀର କେବେ ମଧ୍ୟ ଛିଡି ନଥାଏ?

ଉତ୍ତର:-ଓଟ ର କ୍ଷୀର କେବେ ଛିଡିନଥାଏ ।

ପ୍ରଶ୍ନ ୯

ଭାରତର ବଗିଚା କେଉଁ ସହରକୁ କୁହନ୍ତି ?

ଉତ୍ତର- ବେଙ୍ଗୁଲୁରୁ

ପ୍ରଶ୍ନ ୧୦

ସିନ୍ଧୁ ସଭ୍ୟତା ଖୋଜିବା କେଉଁ ମସିହାରେ ହୋଇଥିଲା ?

ଉତ୍ତର- ୧୯୨୧

ପ୍ରଶ୍ନ ୧୧

ଧଳା ସୁନା କାହାକୁ କୁହନ୍ତି ?

ଉତ୍ତର- ପ୍ଲେଟିନମ

ପ୍ରଶ୍ନ ୧୨

ଲିଙ୍ଗରାଜ ମନ୍ଦିର କେଉଁଠାରେ ଅଛି ?

ଉତ୍ତର- ଭୁବନେଶ୍ବରରେ

ପ୍ରଶ୍ନ ୧୩

ରାଜ୍ୟ ଶାସନର ମୁଖିଆ କିଏ ଅଟନ୍ତି ?

ଉତ୍ତର- ରାଜ୍ୟପାଳ

ପ୍ରଶ୍ନ ୧୪

ବିଶ୍ୱର ସବୁଠୁ ଉଚ୍ଚ ପଶୁ କିଏ ଅଟେ ?

ଉତ୍ତର- ଜିରାଫ

ପ୍ରଶ୍ନ ୧୫

ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ସାହିତ୍ୟ କ୍ଷେତ୍ରରେ

ପ୍ରଶ୍ନ ୧୬

ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁଠାରେ ଅଛି ?

ଉତ୍ତର- କାଲିଫୋର୍ନିୟା

ପ୍ରଶ୍ନ ୧୭

ସିନେମାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଫ୍ରାନ୍ସ

ପ୍ରଶ୍ନ ୧୮

ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଜାପାନ

ପ୍ରଶ୍ନ ୧୯

ତାହା କଣ ଯାହାକୁ ଗୋଟିଏ ସ୍ତ୍ରୀ ସମସ୍ତଙ୍କ ସାମ୍ନା ରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ନୁହେଁ ?

ଉତ୍ତର- ଧଳା ଶାଢୀ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button