ସ୍ୱାସ୍ଥ୍ୟ

ଗୁଟକା ଛଡେଇବ ପାଇଁ ରାମବାଣ ଚିକିତ୍ସା ହେଉଛି ଏହି ଗୋଟେ ଜିନିଷ, ଭରସା ନହେଲେ ଥରେ ଉପଯୋଗ କରି ଦେଖି ଦିଅନ୍ତୁ

କୁହାଯାଏ ଯେ ମଣିଷକୁ କୌଣସି ଜିନିଷ ଅଭ୍ୟାସ ହେଇ ଗଲେ ତା ଠାରୁ ମୁକ୍ତି ପାଇବା ବହୁତ କଷ୍ଟକର ଅଟେ, ଫୁଣୀ ଧୀରେ ଧୀରେ ଏହି ଅଭ୍ୟାସ ଲତ ହୋଇ ଯାଏ ଏବଂ ଲତ ବହୁତ ଖରାପ ଜିନିଷ ଅଟେ । ଖରାପ ଜିନିଷ ଅଭ୍ୟାସ ଦ୍ଵାରା ଆମୁକୁ ହାନି ହୋଇ ଥାଏ ଏହା ସହ ପରିବାର ଓ ସମ୍ପର୍କୀୟ ଲୋକ ମଧ୍ୟ ଦୁଖୀ ହୋଇ ଥାନ୍ତି ଏବଂ ସମସ୍ତଙ୍କୁ ଚିନ୍ତା ହୋଇ ଥାଏ ।

ସମସ୍ତଙ୍କ ଚିନ୍ତା ଓ ସ୍ୱାସ୍ଥ୍ୟ ବିଷୟରେ ଭାବି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତମାନ ରେ ‘ଡ୍ରଗ୍ସ-ଫ୍ରୀ ଇଂଡିଆ’ କୈଂପେନ କଥା କହିଛନ୍ତି ।w

ଏହି ଖରାପ ଅଭ୍ୟାସ ପାଇଁ ଆଜି ଆମ ଦେଶ ର ଲଖେ ଲଖେ ପରିବାର କୁପୋଷଣ ଶିକାର ହେଉଛନ୍ତି, ଆମ ସମାଜ ରେ ବହୁତ ଖରାପ ଜିନିଷ ଅଛି ଯାହାକୁ କେତେ ଚେଷ୍ଟା ପରେ ମଧ୍ୟ ଆମେ ଦୂର କରି ପାରୁନାହିଁ । କଣ ଆପଣ ଜାଣିଛନ୍ତି ଯେ ମଦ, ସିଗ୍ରେଟ, ଡ୍ରଗ୍ସ ବା ଗୁଟକା/ଖଇନି ଅଳପ ସେବା କଲେ ମଧ୍ୟ ବହୁତ ମାତ୍ରା ରେ ଶରୀର ଖରାପ କରି ଥାଏ କିନ୍ତୁ ଯେତେବେଳେ ଏହା ଲତ ହୋଇ ଯାଏ ସେତେବେଳେ ଏହାକୁ ନିୟନ୍ତ୍ରଣ କରିବା ଆପଣଙ୍କ ହାତରେ ନଥାଏ ।

 

କୌଣସି ପ୍ରକାର ଜିନିଷ ଲତ ସେହା ହୋଇ ଥାଏ ଯାହା ନମିଳିଲେ ମଣିଷ ପୀଡିତ ହୁଏ ଓ ଅସାମାନ୍ୟହୋଇ ଯାଏ, ଯେତେବେଳେ ସେ ତା ଅଭ୍ୟାସ ଜିନିଷ ପାଇ ଯାଏ ସେତେବେଳେ ସେ ସାମାନ୍ୟ ହୋଇ ଯାଏ କିନ୍ତୁ ଏହି ସମୟ ଷ୍ଟେଟବେଳେ ଆସି ଥାଏ ଯେତେବେଳେ ଲୋକ ଭିତରୁ ବହୁତ ଦୁର୍ବଳ ହୋଇ ଯାଇ ଥାଏ । ଏହି ଖରାପ ଅଭ୍ୟାସ କେବଳ ଯୁବକମାନଙ୍କୁ ନାହିଁ, ଏହା ଯୁବକ ଠାରୁ ବୁଜୁର୍ଗ ସମସ୍ତଙ୍କୁ ଅଛି ।

 

କେତେକ ଘର ଏହି ନିଶା ଜିନିଷ ପାଇଁ ଉଜୁଡି ଯାଇ ଥାଏ, କେତେକ ଲୋକଙ୍କ ଜୀବନ ପୁରା ଜମା ପୁଞ୍ଜି ଏହି ଅଭ୍ଯାସ ଦ୍ଵାରା ହୋଇ ଥିବା ରୋଗ ଚିକିତ୍ସା ରେ ଖର୍ଚ ହୋଇ ଯାଏ । କିନ୍ତୁ ଆଜି ଆପଣଙ୍କୁ ଆମେ ଏମିତି କିଛି ଘର ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ପରେ ଆପଣ ନିଜ ସମ୍ପର୍କୀୟ ବା ଘର ଲୋକଙ୍କୁ କହିବେ ଓ ଏହାର ଉପଯୋଗ ଆପଣଙ୍କୁ ଲାଭ ମଧ୍ୟ ପ୍ରଦାନ କରିବ । ଏହାର ଉପାୟ ପାଇଁ ଆପଣଙ୍କୁ କେବଳ ଏହି ଜିନିଷ ଗୁଡିକ ଦରକାର ଜୁଆଣୀ, କଳା ଲୁଣ ଯାହା ସମସ୍ତଙ୍କ ଘରେ ବହୁତ ସହଜ ରେ ଉପଲବ୍ଧ ଥିବ ।

 

ଏହାକୁ ତାୱା ଉପରେ ଟିକେ ଗରମ କରି ଏହା ସହ ଦୁଇ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ ଏବଂ ଏହାକୁ ପୀଡିତକୁ ଖାଇବା ପାଇଁ ଦିଅନ୍ତୁ ଏହାର ସୁଆଦ ଗୁଟକା ପରି ଆସି ଥାଏ କିନ୍ତୁ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇ ନଥାଏ ଏହା ଛଡା କିଛି ଦିନ ଭିତରେ ପୀଡିତ ଗୁଟକା ସୁଆଦ ଭୁଲି ଏହାକୁ ପସନ୍ଦ କରିବା ଆରମ୍ଭ କରି ଦିଅନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button