ରାଜ୍ୟ

କୁକୁର ଭଳି ଭୋକୁଥିବା ଯୁବକଙ୍କ ରୋଗକୁ ନେଇ ଡାକ୍ତରଙ୍କ ବଡ ଖୁଲାସା, ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ଯେ କି ଜଳାନ୍ତକ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଏ ନେଇ ଡାକ୍ତର କ’ଣ କହୁଛନ୍ତି ଆସନ୍ତୁ ଜାଣିନେବା । ଜଣେ ବ୍ୟକ୍ତି ଙ୍କୁ ଯଦି କୁକୁର କାମୁଡି ଦେଇଛି ତେବେ ରୋଗ ନ ହେବା ନିମନ୍ତେ ରାବିଶ ଭ୍ୟାକ୍ସିନ ଦିଆଯାଇଥାଏ । ଏହା ଦିଆଯିବ ରୋଗ ପ୍ରୋଟେକ୍ଟ କରିବା ନିମନ୍ତେ । ମାତ୍ର ଯେଉଁ ରୋଗ ହୋଇନାହିଁ ଅଥବା କାମୁଡି ଦେଇଛି ଗୋଟିଏ କିଛି ଏହାଠାରୁ ଆକ୍ରାନ୍ତ ନ ହେବା ପାଇଁ ଦିଆଯାଇଥାଏ ରାବିଶ ଭ୍ୟାକ୍ସିନ ।

ମାତ୍ର ଜଣଙ୍କୁ ରୋଗ ହୋଇଯାଇଛି ତାହା ପୁଣି ଜଳାନ୍ତକ ରୋକ, ଯାହାକୁ ପୂର୍ବରୁ ରୋଗ ହୋଇ ସାରିଛି । ଏଣୁ ସିମଟମେଟିକ ଭବାରେ କହିବାକୁ ଗଲେ ବ୍ୟକ୍ତି ଜଣଙ୍କୁ ଜଳାନ୍ତକ ରୋଗ ହୋଇ ସାରିଛି । ଜଳାନ୍ତକ ରୋଗ ଦୁଇ ପ୍ରକାରର ଥାଏ ଯଥା ତାହାର ହିଷ୍ଟ୍ରି ଥିବା ଯେ ତାକୁ କୁକୁର କାମୁଡି ଥିବ । ଦ୍ଵିତୀୟତଃ ସେ ଲୋକ ହାଇଡ୍ରୋ ଫୋପିଆ ଅର୍ଥାତ ପାଣିକୁ ଦେଖିଲେ ସେ ଲୋକ ରହିପାରିବ ନାହିଁ ।

ଏହା ସହିତ ବେକରେ ଗୋଟିଏ ସ୍ପାଜମ ହୋଇଥାଏ, ଏହାକୁ କୁକୁର ଭୋକିବା କୁହାଜିବ ନାହିଁ । ମାତ୍ର ଏହା କୁକୁର ଭୋକିବା ଭଳି ଲାଗିଥାଏ । ତେବେ ଏହି ଲକ୍ଷଣମାନ ଦେଖିଲେ କ୍ଲିନିକାଲ ସିମଟମ ଯଦି ଦେଖୁ ତେବେ ରାବିଶ ବୋଲି କୁହାଯାଇଥାଏ । ତେବେ ଏହା ଏକ କ୍ଲିନିକାଲ ଡାଇଗ୍ନୋସୀସ ।

ମାତ୍ର ଜଣେ ଲୋକ ଯଦି ସାଇକୋଲୋଜିକାଲି ସେହିଭଳି ହେବ କିନ୍ତୁ ଅନ୍ୟ ଲକ୍ଷଣମାନ ତାହା ପାଖରେ କିଛି ନଥିବ ତେବେ ସେହି ସିମଟମ ଗୋଟିଏ ଲକ୍ଷଣ ଥିବ ତାହା ମଧ୍ୟରେ । କୁକୁର କାମୁଡା ସିମଟମ ଆସିବାକୁ ଗୋଟେ ଲୋକକୁ ୧୦ ରୁ ୩୦ ଦିନ ମଧ୍ୟରେ ସିମଟମ ଆସିପାରେ । ଯଦି ସିରିୟସ ଥିବା ତେବେ ଜଲ୍ଦି ଆସିବ ନଚେତ ୩୦ ରୁ ୫୦ ଦିନ ସମୟ ଲାଗିଥାଏ ସିମଟମ ଆସିବାକୁ ।

ଏଣୁ ଯଦି ଆପଣ ନିଜ ଘରେ କୁକୁର ପାଳୁଛନ୍ତି ତେବେ ନିଶ୍ଚିତ ଭାବରେ କୁକୁର କାମୁଡା ଇଞ୍ଜେକ୍ସନ କୁକୁର କୁ ଦିଅନ୍ତୁ ଅଥବା ଆପଣ ଯଦି ରାସ୍ତାଘାଟ କେଉଁଠି ଏଭଳି କୁକୁର କୁ ଦେଖୁଛନ୍ତି ଆପଣ ତା ପାଖକୁ ଯାଇ ତାକୁ ଖାଇବା ଦେବା ତଥା ତା ସହିତ ମିଶିବାକୁ ଚେଷ୍ଟା କରନ୍ତୁ ନାହିଁ । ଆଉ ଯଦି କୌଣସି କୁକୁର ତଥା ବିଲେଇ ଯଦି କାମୁଡି ଦେଇଛି ତେବେ ସାଙ୍ଗେ ସାଙ୍ଗେ ପ୍ରୋଟେକଟେଡ ଇଞ୍ଜେକ୍ସନ ନିଅନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button