ଜୀବନ ବିକଳରେ ଚିତ୍କାର କଲେ ପର୍ଯ୍ୟଟକ, ବଞ୍ଚାଅ ବଞ୍ଚାଅ… ମାଡି ଆସିଲା ଗଣ୍ଡା ! ଦେଖନ୍ତୁ ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗଣ୍ଡାର ଆକ୍ରମଣରେ ଜିପ୍ । ତେବେ ହଁ ବନ୍ଧୁଗଣ ଗଣ୍ଡାଙ୍କ ନଜରରେ ଲୋକ ବସି ଯାଉଥିବା ସଫାରି ଜିପ୍ ଉପରେ ପଡିଲା ପରେ ଗଣ୍ଡା ଆକ୍ରମଣର ଶିକାର ଜିପ୍ ସବାରି ଲୋକଙ୍କୁ ହେବା ପାଇଁ ପଡିଥିଲା । ତେବେ ଜଙ୍ଗଲରେ ଅନେକ ପଶୁପକ୍ଷୀ ରହିଥିବାର ଦେଖିବାକୁ ମିଳିଥାନ୍ତି । ତେବେ ଜଙ୍ଗଲରେ ରହୁଥିବା ସମସ୍ତ ପ୍ରାଣୀଙ୍କ ମଧ୍ୟରୁ କିଛି ହିଂସ୍ର ପ୍ରକୃତିର ମଧ୍ୟ ହୋଇଥାନ୍ତି ।

ତେବେ ସେମାନଙ୍କ ପାଖକୁ ଜୀବ ତ ଦୂରର କଥା । ସେମାନଙ୍କୁ ଦୂରରୁ ଦେଖିଲା ବେଳକୁ ମଧ୍ୟ ଡର ଲାଗିଥାଏ । ତେବେ ଗୋଟିଏ ଜିପ୍ ରେ କିଛି ଲୋକ ବସିକି ଉତ୍ତରବଙ୍ଗର ଜଲଦାପଡା ରାଷ୍ଟ୍ରୀୟ ଉଦ୍ୟାନ ଏରିଆ ରାସ୍ତା ଦେଇ ଯାଉଥିଲେ । ତାପରେ ରାସ୍ତାରେ ଯିବା ସମୟରେ ୨ ଟି ଗଣ୍ଡା ଲଢେଇ କରିବାର ଦେଖିବାକୁ ମିଳିଥିଲା । ତେବେ ଏହି ଦୃଶ୍ୟକୁ ଜିପ୍ ରେ ସବାର ହୋଇଥିବା ଲୋକ ହାତ ଛଡା କରିବାକୁ ଚାହୁଁନଥିଲେ ।
ତେବେ ଗଣ୍ଡା ମାନଙ୍କର ଏପରି ଜୋରସେ ଦୌଡା ଦେଖି ଜିପ୍ ରେ ବସିଥିବା ଲୋକ ମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ତାପରେ ସେହି ସ୍ଥାନରୁ ତତକ୍ଷଣାତ ଜିପ୍ ନେଇ ଫେରିଯିବାକୁ ବସିଥିଲେ । ହେଲେ ଭୟଭୀତ ଅବସ୍ଥାରେ ଗାଡିଟିକୁ ପଛକୁ ନେଇକି ଯିବା ସମୟରେ ଗାଡି ଚଲାଉଥିବା ଡ୍ରାଇଭର ଜଣଙ୍କ ନିଜର ଭାରସାମ୍ୟ ହରାଇ ବସିଥିଲା ।

ତାପରେ ଗାଡି ଚଳାଇବା ସମୟରେ ଟିକେ ଏପଟ ସେପଟ ହେବାରୁ ଗାଡିର ଚକାଟି ରାସ୍ତା ତଳକୁ ଖସିଯାଇଥିଲା । ତାପରେ ଗାଡିଟି ରାସ୍ତାଉପରୁ ରାସ୍ତା ତଳକୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ତେବେ ସେହି ଜିପ୍ ରେ ବସିଥିବା ୭ ଲୋକ ମାନେ ଆହତ ହୋଇଯାଇଥିଲେ ।



