ଦେଶ- ବିଦେଶ
ଦେଖନ୍ତୁ ଭିଡିଓ ; ଚଳନ୍ତା ଟ୍ରେନ୍ରେ ଚଢୁଥିଲେ, ଖସିପଡିଲେ, ତା’ପରେ..

ନୂଆଦିଲ୍ଲୀ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଲୋକେ ସାଧାରଣତଃ ଟ୍ରେନରେ ଯାତ୍ରା କରି ଥାଆନ୍ତି । ମାତ୍ର ଟ୍ରେନ୍ରେ ଯାତ୍ରା କରିବା ସମୟରେ ସାବଧାନ ରହିବା ନିତାନ୍ତ ଆବଶ୍ୟକ । ନଚେତ୍ ଦୁର୍ଘଟଣା ଘଟିବାର ଅଧିକ ସମ୍ଭାବନା ଥାଏ । ବିଶେଷ କରି ପ୍ଲାଟଫର୍ମରେ ଆଦୌ ଅବହେଳା କରିବା ଉଚିତ୍ ନୁହେଁ । ଅବହେଳା ଓ ଅସାବଧାନତା କାରଣରୁ ଅନେକ ଲୋକଙ୍କ ଜୀବନ ବିପଦରେ ପଡିବା ସହ ଜୀବନ ମଧ୍ୟ ଚାଲିଯାଏ ।
ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍ ହେଉଛି । ଗୁଜରାଟର ଭାପି ଷ୍ଟେସନରେ ଏକ ଅଘଟଣ ଟଳି ଯାଇଛି । ବ୍ୟକ୍ତି ଜଣକ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି




