ଲିପ୍ସା ମୋ ଭାଉଜ ହେବ, ମୁଁ ବହୁତ ଖୁସି ଆମେ ଲିପ୍ସା ପରି ବୋହୁ ପାଇଛୁ, ଆମେ ଆଜି ଏତେ ମସ୍ତି କରିଛୁ କି…’

ନମସ୍କାର ବନ୍ଧୁଗଣ ସୂଚନା ଅନୁସାରେ ଲିପ୍ସା ମୋର ଭାଉଜ ହେବାକୁ ଯାଉଛନ୍ତି । ତେବେ ଓଡିଆ ଅଭିନେତ୍ରୀ ସୁନ୍ଦରୀ ଲିପ୍ସା ଓ ଆକାଶଙ୍କର ବାହା ଘର ହେବ ପାଇଁ ଯାଉଛି । ତେବେ ଆଜି ଲିପ୍ସାଙ୍କର ବାହାଘରର ସଙ୍ଗୀତ ପ୍ରୋଗ୍ରାମ ଚାଲିଛି । ତେବେ ଯେଉଁଠାରେ ଅନେକ ଓଡିଆ ଜଗତର ବହୁ କଳାକାର ମାନଙ୍କୁ ଦେଖିବାକୁ ମିଳିଛି । ତେବେ ଯେଉଁମାନେ କି ଲିପ୍ସାଙ୍କ ବାହାଘରର ସଙ୍ଗୀତ ପ୍ରୋଗ୍ରାମରେ ସାମିଲ ହୋଇ କାର୍ଯ୍ୟକ୍ରମରେ ଚାରଚାନ୍ଦ ଲଗାଇଦେବେ ।

ତେବେ ଓଡିଆ କଳାକାର ରାଖୀ ଅପା ମଧ୍ୟ ସେହି କାର୍ଯ୍ୟକ୍ରମକୁ ଯାଇଥିଲେ । ଜିଏକି କହିଥିଲେ । ଯେ ଲିପ୍ସା ମୋ ଭାଉଜ ହେବେ । ତେଣୁ ବାହାଘର ହେବ ବୋଲି ତ ଆମେ ସମସ୍ତେ ଜାଣିଥିଲୁ । ଏହି ଖୁସିର ଦିନ ଏତେ ଶୀଘ୍ର ଆସି ନିକଟତର ହୋଇଯିବ । କହୁ କହୁ ଆଜି ସଙ୍ଗୀତ ଓ କାଲି ବାହାଘର ଏହାକୁ ଦେଖିକି ବହୁତ ଖୁସି ଲାଗୁଛି । ତେବେ ଖାଲି ମୁଁ କାହିଁକି ସଙ୍ଗୀତ ପ୍ରୋଗ୍ରାମକୁ ଆସିଥିବା ସବୁ ମେମ୍ବର ମାନେ ସ୍ଟେଜ ଉପରେ ନାଚିକି ପୁରା ଧୂଳା ଉଡାଇଦେଉଛନ୍ତି ।
ତେବେ ଅଭିନେତ୍ରୀ ଲିପ୍ସାଙ୍କ ସଙ୍ଗୀତରେ ଅଭିନେତ୍ରୀ ପୁନମ, ଆଦିତି ଓ ଅନ୍ୟ କଳାକାର ବୃନ୍ଦ ସାମିଲ ହୋଇଥିଲେ । ତେବେ ଲିପ୍ସା ଓ ଆକାଶ ଙ୍କ ଘର ପରିବାର ତଥା ସାଙ୍ଗସାଥି ଓ ବନ୍ଧୁ ପରିଜନ ମିଳିତ ହୋଇ ଲିପ୍ସା ଓ ଆକାଶଙ୍କର ବାହାଘର ସଙ୍ଗୀତ ପ୍ରୋଗ୍ରାମକୁ ଖୁବ ଧୂମଧାମ ଏଞ୍ଜୟ କରୁଛନ୍ତି । ତେବେ ଲିପ୍ସାଙ୍କ ଶ୍ଵଶୁର ମଧ୍ୟ ଏହି ପ୍ରୋଗ୍ରାମରେ ନିଜର ପୁଅ ବାହାଘରର ପ୍ରତିକ୍ରିୟା ମିଡିଆ ନିକଟରେ ରଖିଛନ୍ତି ।
ତେବେ ଆମେ ଲିପ୍ସା ଭଳି ବୋହୁ ପାଇଛୁ । ତେବେ ମୋ ପୁଅ ଓ ବୋହୁ ସବୁବେଳେ ଏମିତି ଖୁସିରେ ହସଖୁସିରେ ରୁହନ୍ତୁ ମୋର ଏତିକି ଆଶା ରହୁଛି । ତେବେ ସୁନ୍ଦରୀ ଲିପ୍ସା ମଧ୍ୟ ନିଜର ଭାବି ସ୍ଵାମୀ ଆକାଶଙ୍କ ସହ ସ୍ଟେଜ ଉପରେ ଲେହେଙ୍ଗା ଲୁକ୍ ନାଚିବାର ନଜର ଆସିଛି । ତେବେ ଏହି ନୀଳ ରଙ୍ଗର ଲେହେଙ୍ଗାରେ ଅଭିନେତ୍ରୀ ଲିପ୍ସା ବହୁତ ହିଁ ସୁନ୍ଦର ଦେଖାଯାଉଛନ୍ତି ।

ତେବେ ଆଜି ସଙ୍ଗୀତ ଓ ଆସନ୍ତା କାଲି ଲିପ୍ସା ଓ ଆକାଶ ଦୁହେଁ ବିଭାଘର ବନ୍ଧନରେ ବାନ୍ଧି ହେବ ପାଇଁ ଯାଉଛନ୍ତି । ତେବେ ଉଭୟଙ୍କର ବାହାଘରର ଦାଂପତ୍ଯ ଜୀବନ ବହୁତ ମଧୁରମୟ ରହୁ ବୋଲି ଆଶା ରହୁଛି ।




